ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି
ନୂଆଦିଲ୍ଲୀ: ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି ଟଙ୍କା । ଆପ ମାଧ୍ୟମରେ ଲୋକଙ୍କୁ ଭଣ୍ଡାଇ ଚୀନ ଆପ ଠକି ଚାଲିଥିଲା । ଏବେ ଇଡି ଏହି ଆପକୁ ବ୍ୟାନ କରିଛି । ସହଜରେ ଅଧିକ ରିଟର୍ଣ୍ଣ ମିଳିବା ଏବଂ ସହଜରେ ଲୋନ ମିଳିବା ଲୋଭ ଦେଖାଇ ଆପ ମାଧ୍ୟମରେ ଟଙ୍କା ଠକିନେଉଥିଲା ଚୀନ କଂପାନି । ଅଧିକ…