କୋଟିପତି ବିଜୟ ମାଲ୍ୟା ଏବେ ରାଜରାସ୍ତାରେ
ମେଟ୍ରୋ ଟିଭି ଓଡିଶା,୧୯/୧: ବ୍ରିଟେନ କୋର୍ଟର ନିର୍ଦ୍ଦେଶ ଅନୁସାରେ ବିଜୟ ମାଲ୍ୟାଙ୍କୁ ନିଜର ଲଣ୍ଡନସ୍ଥିତ ଘରୁ ବହିଷ୍କାର କରାଯିବ । ସ୍ୱିସ୍ ବ୍ୟାଙ୍କ ୟୁବିଏସ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦରେ ବ୍ରିଟିଶ କୋର୍ଟ ତାଙ୍କୁ ବଳବତ୍ତର ରହିବାକୁ ମନା କରିବା ପରେ ମଙ୍ଗଳବାର!-->!-->!-->…