ବିଶ୍ୱ କୁଷ୍ଠ ନିରାକରଣ ଦିବସ : ରାଜ୍ୟରେ ଅବହେଳିତ ଅବସ୍ଥାରେ କୁଷ୍ଠ ରୋଗୀ
ମେଟ୍ରୋ ଟିଭି ଓଡିଶା,୩୦/୧ : ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସାରା ବିଶ୍ୱରେ ଏହି ରୋଗକୁ ନେଇ ସଚେତନା କରାଯାଉଥିବା ଜଣାପଡିଛି । ଏଭଳି ସ୍ଥଳେ ଏମ୍ଡିଟି ଖାଆନ୍ତୁ କୁଷ୍ଠ ହଟାନ୍ତୁ । କୁଷ୍ଠ ହଟିନି କିନ୍ତୁ ଅବ୍ୟବସ୍ଥା ବଢିଛି । ହେଲେ ଅନେକ ସ୍ଥାନରେ ଏବେବି କୁଷ୍ଠ ରୋଗୀ…