ହେଜବୁଲ୍ଲାର ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି ଇସ୍ରାଏଲ
ଇସ୍ରାଏଲ ସେନା ଏବେ ଘାଇଲା ବାଘ ଭଳି ଆକ୍ରମଣ କରୁଛି । ଗୋଟେ ପରେ ଗୋଟେ ବଡ଼ ମୁଣ୍ଡ ଗଡ଼ାଇବାରେ ଲାଗିଛି । ଇରାନ, ଗାଜା, ଲେବାନନ ରାଜଧାନୀ ବେରୁତ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି।
ହେଜବୁଲ୍ଲା ଗଡ଼କୁ ଧ୍ବଂସ କରିବାକୁ ଶପଥ ନେଇଛି ଇସ୍ରାଏଲ ସେନା । ଇସ୍ରାଏଲ ବାୟୁସେନା …