Browsing Tag

#lalbaghpolice

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି

ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି