ରାହୁଲଙ୍କ ପିଲାଳିଆମୀ କଂଗ୍ରେସକୁ ଅଡୁଆ: ଆଜାଦ
ନୂଆଦିଲ୍ଲୀ: କାହିଁକି ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । କାହିଁକି ଏତେ ବର୍ଷ ପରେ ସମସ୍ତ ପଦରୁ ଇସ୍ତଫା ଦେଲେ? ଏହାର ଉତ୍ତର ନିଜେ ଦେଇଛନ୍ତ ଆଜାଦ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି ଆଜାଦ । କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ!-->…