Browsing Tag

KL Rahul

ରାହୁଲ କୁଆଡ଼େ ଯିବେ ?

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ଅଧିନାୟକ କେଏଲ୍ ରାହୁଲ କୁଆଡ଼େ ଯିବେ । କୁହାଯାଉଛି ସେ ଅନ୍ୟଟିମକୁ ଯିବେ ।  ତାଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି  ଦଳ ମାଲିକ ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି…