ହଳଦୀ ଲୁକ୍ରେ କରିଶ୍ମା ତନ୍ନା ଆଜି ହେବ ବିବାହ
ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।
!-->!-->!-->…