Browsing Tag

#jammukashmir

୫ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁ-କାଶ୍ମୀର ସେନା

ମେଟ୍ରୋ ଟିଭି ଓଡିଶା,୩୦/୧ : ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ କରିଛି ସେନା। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ