Browsing Tag

Jagannath

ରତ୍ନ ସିଂହାସନକୁ ଫେରିଲେ ମହାପ୍ରଭୁ

ପୁରୀ: ଶ୍ରୀବିଗ୍ରହମାନେ ରତ୍ନସିଂହାସନକୁ ଫେରିଛନ୍ତି । ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଇଥିଲା । ଚନ୍ଦନ, କର୍ପୂର, ଚୁଆ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ରତ୍ନସିଂହାସନ ମାର୍ଜନା ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ପୂର୍ବରୁ ରତ୍ନବେଦି ମାର୍ଜନା କରାଯିବାର

ଆଜି ରସଗୋଲା ଦିବସ: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ରାଗିଛନ୍ତି । ମହାଲକ୍ଷ୍ମୀଙ୍କ ରାଗକୁ ପ୍ରଶମିତ କରିବା ପାଇଁ ଆଜି ରସଗୋଲା ଖୁଆଇବେ ମହାପ୍ରଭୁ । ଆଜି ରସଗୋଲା ଭୋଗ ଲାଗିହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ