ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ୪୪,୦୫୬ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୦୪,୨୬୮ ଆହତ
ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କେତେଜଣ ହମାସ୍ ଆତଙ୍କବାଦୀ ଏବଂ କେତେ ସାଧାରଣ ନାଗରିକ ଅଛନ୍ତି, ତାହା…