Browsing Tag

Ishrael

ଲେବାନନ୍‌ରେ ଇସ୍ରାଏଲ ପୁଣି କଲା ଭୀଷଣ ହମ୍‌ଲା

ପୁଣିଥରେ ଦକ୍ଷିଣ ଲେବାନନ୍‌ ଉପରେ ଇସ୍ରାଏଲ ଏକ ବଡ଼ ଆକ୍ରମଣ କରିଛି । ଏଥିରେ ୧୦ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ଏହି ଆକ୍ରମଣ ପରେ ଲେବାନନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମାଟି ତଳେ ଅନେକ ଲୋକ ପୋତି ହୋଇ ପଡ଼ିଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଲେବାନନ୍‌ରେ ଇସ୍ରାଏଲ ଏୟାର୍ ଷ୍ଟ୍ରାଇକ୍‌ ଜାରି

ହେଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ ବୃଦ୍ଧି ପାଇଛି। ବେରୁତ ଓ ଲେବାନନ୍‌ର ଦକ୍ଷିଣ ସହରଗୁଡ଼ିକରେ ବୋମାମାଡ଼ ଜାରି ରହିଥିବା ବେଳେ ଇସ୍ରାଏଲ ସେନା ଶନିବାର ଲେବାନନ୍‌ର ଉତ୍ତରାଞ୍ଚଳକୁ ଆକ୍ରମଣ ସମ୍ପ୍ରସାରିତ କରିଛି। ଶନିବାର ସକାଳେ ଉତ୍ତରର ତ୍ରିପୋଲି ସହରରେ ହୋଇଥିବା ଆକ୍ରମଣରେ ହମାସର…

ଇସ୍ରାଏଲକୁ ଦେଲେ ଚେତାବନୀ ଇରାନ ସୁପ୍ରିମ୍ ଲିଡର

ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ…

ଯୁଦ୍ଧର ଶେଷ ସୀମା ପାର କରୁଛି ଇସ୍ରାଏଲୀ

ଲେବାନନ୍‌ରେ ଇସ୍ରାଏଲୀ ସ୍ଥଳସେନା ହେଜବୁଲ୍ଲାକୁ ନିପାତ କରିବା ଅଭିଯାନ ଜୋରଦାର  କରିଥିବା ବେଳେ ହେଜବୁଲ୍ଲା ମଧ୍ୟ ସବୁ ଶକ୍ତି ଖଟାଇ ଇସ୍ରାଏଲ ସେନାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି।  ଆଜି ଦକ୍ଷିଣ ଲେବାନନ୍‌ରେ ୧୫ ଜଣ ହେଜ୍‌ବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଶତାଧିକ…

ଜାତିସଂଘଙ୍କୁ ନାଲିଆଖି ଦେଖାଇଲା ଇସ୍ରାଏଲ

ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇସ୍ରାଏଲ୍ ସେନା ଲେବାନନରେ ପ୍ରବେଶ କରି ହିଜବୁଲ ଯୁଦ୍ଧବିମାନ ଉପରେ…