ଆନ୍ତର୍ଜାତୀୟ ଅଲମ୍ପିକ୍ ସମିତି ର 141ତମ ଅଧିବେଶନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 14 ଅକ୍ଟୋବର 2023 ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ 141 ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ। ଆଇଓସି ଅଧିବେଶନ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ର ସଦସ୍ୟମାନଙ୍କର ଏକ ପ୍ରମୁଖ ବୈଠକ ଭାବରେ କାର୍ଯ୍ୟ…