Browsing Tag

#INDIAvsSA

ସିରିଜ ଜିତିବା ପରେ ସାଉଥ ଆଫ୍ରିକାର ବିଜୟ ଉତ୍ସବ:ଜୟ ଶ୍ରୀରାମ ଲେଖି ଫଟୋ ସେୟାର କଲା ଟିମ୍‌

ମେଟ୍ରୋ ଟିଭି ଓଡିଶା,୨୫/୧ : ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ କବଜା କରିନେଇଛି । ଡିନ୍ ଏଲଗରଙ୍କ ନେତୃତ୍ୱାଧୀନରେ ସାଉଥ ଆଫ୍ରିକା ତାର ଦମଦାର ବିଜୟ ହାସଲ କରିଛି ଓ ଦିନିକିଆ ସିରିଜ୍ରେ ତେମ୍ବା ବାଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ବିଜୟ ପରେ

ଦିନିକିଆରେ ଭାରତର ପରାଜୟ ସହ ସିରିଜ୍ ହାତଛଡା

ମେଟ୍ରୋ ଟିଭି ଓଡିଶା,୨୨/୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଆଶା ବି ହରାଇଛି ଭାରତ । ଦିନିକିଆରେ ହୋଇଥିବା ୨ୟ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍ ୨-୧ରେ ହାରିବା ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୦-୨ରେ

ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।

ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୧୯/୧: ଆଜିଠୁ ଆରମ୍ଭ ହେବ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଅଅ ସିରିଜ । ଟେଷ୍ଟରେ କୋହଲିଙ୍କ ଅଧିନାୟକ ପଦରୁ ଇସ୍ତଫା ଓ ସିରିଜ ହାରିବା ପରେ ଟିମ ଇଣ୍ଡଆ ଏବେ ୱାନେଡ ପ୍ରତି ନଜର ରଖିଛି । ଅଧିନାୟକ ପଦ ଛାଡିବା ସହ ବିସିସିଆଇ ସହ ମତ୍ତ ଭେଦକୁ ଦୃଷ୍ଟରେ ରଖି ସେ ମ୍ୟାଚ

ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍‌

ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ

୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ

ମେଟ୍ରୋ ଟିଭି ଓଡିଶା,୧୩/୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ୧୩ରନର ଅଗ୍ରଣୀ ହାସଲ କରି ୨ୟ ଇନିଂସରେ ବ୍ୟାଟିଂ କରି ୧୭ ଓଭର ୨ ଓୱେକଟ ହରାଇ ୫୭ରନ କରିଛି ଭାରତ ।କୋହଲି ୧୪ ଓ ପୂଜାରା ୯ରନରେ

କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୧୦/୧: ୧୧ ତାରିଖରୁ ଆରମ୍ଭ ହେବ ୩ୟ ଟେଷ୍ଟ । ଭାରତ ଓ ସାଉଥ ଆଫ୍ରିକା ପ୍ରଥମ ୨ଟି ଟେଷ୍ଟରେ ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ