Browsing Tag

#indianarmy

ଚୀନ୍‌କୁ ଭାରତୀୟ ଆର୍ମିର ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୨/୧: ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନରବଣେ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଚୀନ ସହତ ଏଲଏସିରେ ଆଶିଂକ ସୌନୟ ପ୍ରତ୍ୟାହାର ହେବା ସହ ବିପଦ ମଧ୍ୟ ଅଛି । ନରବଣେ କହିଛନ୍ତି, ସଂଘର୍ଷ ହେଉଛି ଅନ୍ତିମ ଉପାୟ। ଚେଷ୍ଟା କଲେ ନିହାତି ବିଜୟୀ ହୋଇ ଫେରିବୁ।

ଅସୁବିଧା ସମୟରେ ଦେବଦୂତ ସାଜିଲେ ଯବାନ

ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା