କେନ୍ଦ୍ର ସରକାରଙ୍କ ନୂଆ ନିୟମ, ୮ସିଟ୍ ଗାଡି ପାଇଁ ୬ଟି ଏୟାରବ୍ୟାଗ୍ ବାଧ୍ୟ
ମେଟ୍ରୋ ଟିଭି ଓଡିଶା,୧୫/୧: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏବେ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍ ଲଗାଇବାକୁ ବାଧ୍ୟତାମୂଳକ କରୁଛି କେନ୍ଦ୍ର । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି!-->!-->!-->…