Browsing Tag

#india

ବିଳାସପୂର୍ଣ୍ଣ ଫ୍ଲାଟ କିଣି ଚର୍ଚ୍ଚାରେ ଅକ୍ଷୟ କୁମାର

ମେଟ୍ରୋ ଟିଭି ଓଡିଶା,୨୪/୧ : ଅକ୍ଷୟ କୁମାର ନିଜର ଫିଲ୍ମ ଓ ଷ୍ଟାଇଲ ଆକ୍ସନ ଷ୍ଟଣ୍ଟ ପାଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫିଲ୍ମର ଗୀତ ମଧ୍ୟ ସବୁ ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲାଇମଲାଇଟରେ ଥାଏ । ଏହା ବ୍ୟତୀତ ଅକ୍ଷୟ କୁମାର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ

ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚୋବାଇ ବିବାଦ ଘେରରେ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୨୪/୧ : ପୁଣି ବିବାଦ ଘେରରେ ବିରାଟ । କିଛି ଦିନ ପୂର୍ବେ ଅଧିନାୟକ ପଦରୁ ଈସ୍ତଫା ଦେବାରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା ପୁଣି ଏହି ପରି ହୋଇଛି । ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚେବାଇବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଗତକାଲି ଅର୍ଥାତ୍ ରବିବାର ଦିନ

ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାର ଫଟୋ

IMAGE CREDIT-TIMES OF INDIA ମେଟ୍ରୋ ଟିଭି ଓଡିଶା,୨୪/୧ : ବିରାଟ ଅନୁଷ୍କାଙ୍କ ଝିଅ ଭାମିକାର ପ୍ରଥମ ଚିତ୍ର ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ

ସିରିଜ୍ ପୋଛିନେଲା ଘରୋଇ ଦଳ

ମେଟ୍ରୋ ଟିଭି ଓଡିଶା,୨୪/୧ : ଶେଷ ପର୍ଯ୍ୟନ୍ତ ସଂଘର୍ଷ ପରେ ବି ସିରିଜ ହାରିଲା ଭାରତ । ବ୍ୟାଟିଂରେ କ୍ରମାଗତ ବିଫଳତା କାରଣରୁ ଦିନିକିଅଅର ଶେଷ ଦିନରେ ହାରିଲା ଟିମ୍ ଇଣ୍ଡିଆ । ୪ରନ୍‌ରେ ପରାଜିତ ହୋଇଛି ଭାରତ । ଏଥିସହ ଘରୋଇ ଦଳ ପୂରା ସିରିଜକୁ ପୋଛିନେଇଛି । ୩-୦ରେ ସିରିଜ ଜିତିଛି

ଇସ୍ତଫା ଦେଲେ ଜର୍ମାନ ନୌସେନା ମୁଖ୍ୟ

ମେଟ୍ରୋ ଟିଭି ଓଡିଶା,୨୩/୧ : ଇସ୍ତଫା ଦେଇଛନ୍ତି ଜର୍ମାନ ନୌସେନା ମୁଖ୍ୟ । ୟୁକ୍ରେନ ଓ ଋଷକୁ ବିବାଦୀୟ ବୟାନ ଦେଇ ଇସ୍ତଫା ଦେଇଛନ୍ତି ଜର୍ମାନୀ ନୌସେନା ମୁଖ୍ୟ କେ ଅଚିମ୍ ସୋଏନଓ୍ୱାଚ । image credit-stars and stripes ସୂଚନା ଅନୁଯାୟୀ ,ଶୁକ୍ରବାର ଅଚିମ୍ ଭାରତରେ ଆୟୋଜିତ ଏକ

ଧ୍ୱଜାବତରଣ ଉତ୍ସବରେ ଶୁଣାଯିବ ନାହିଁ ଆବାଇଡ୍ ୱିଥ୍ ମି:ହଟାଗଲା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ

ମେଟ୍ରୋ ଟିଭି ଓଡିଶା,୨୩/୧ : ଏଥର ଧ୍ୱଜାବତରଣ ଉତ୍ସବରେ ଶୁଣିବାକୁ ମିଳିବନି ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ । ମହାତ୍ମାଗାନ୍ଧିଙ୍କ ପ୍ରିୟ ଭଜନ ଆବାଇଡ ୱିଥ ମି କୁ ବିଟିଙ୍ଗ ଦ ରିଟ୍ରିଟ ପାଇଁ ୨୬ ଟି ଧୁନ୍‌ର ଏକ ତାଲିକା ପ୍ରସ୍ତୂତ କରାଯାଇଛି । ମହାତ୍ମାଗାନ୍ଧିଙ୍କ ମୃତ୍ୟୁ

ଫିଲ୍ମ ଗହରାଇୟାଁର ପ୍ରଥମ ଗୀତ ଡୁବେ ର ଭିଡିଓ ସେୟାର କରିଛନ୍ତି ଅନନ୍ୟା ପାଣ୍ଡେ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ଗହରାଇୟାଁ’କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଫିଲ୍ମର ଟ୍ରେଲର ଆଉଟ୍ ହୋଇସାରିଛି। ଏଥିରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅନ୍ୟନ୍ୟା ପାଣ୍ଡେ ମଧ୍ୟ ଏହି

ଏବେ ବଜାର କୁ ଆସିବ ଭୋଲ୍ଟରନ୍ . ଭିଏମ ୧୦୦ ଇଲେକ୍ଟ୍ରିକ ସାଇକେଲ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦିନକୁ ଦିନ ବଢୁଥିବା ପେଟ୍ରୋଲର ଦାମକୁ ଦେଖି ସବୁ ଏବେ ଇଲେକ୍ଟ୍ରିକ ବାଇକର ବ୍ୟବହାର କରୁଛନ୍ତି । ସାଧାରଣ ଲୋକ ମଧ୍ୟ ଏହି ବାଇକ ପ୍ରତି ଆଗ୍ରହୀ ହେଉଛନ୍ତି । ଖର୍ଚ୍ଚ ମଧ୍ୟ କମ୍ ରହୁଥିବାରୁ ଏହାକୁ କିଣିବା ପାଇ ଲୋକ ମାନେ ବେଶି ପସନ୍ଦ କରୁଛନ୍ତି । ଏବେ

ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ

ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।

ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ । image credit-jagran josh