Browsing Tag

#india

ଭରଣପୋଷଣ ପାଇଲେ ତପସ୍ୱିନୀ

ମେଟ୍ରୋ ଟିଭି ଓଡିଶା,୧୧/୨ : ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି। ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌ ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ

ୟୁକ୍ରେନ ଛାଡିବାକୁ ବାଇଡେନ୍‌ଙ୍କ ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୧/୨ : ୟୁକ୍ରେନକୁ ନେଇ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଡିବାରେ ଲାଗିଛି । ଏହାମଧ୍ୟରେ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଛାଡିବାକୁ ୟୁଏସ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏଏଫପି ଖବର ସରବରାହ ସଂସ୍ଥା ସୂଚନା ଦେଇଛି । ଏହାପୂର୍ବରୁ ଆମେରିକା

ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରସଙ୍ଗ

ମେଟ୍ରୋ ଟିଭି ଓଡିଶା,୧୦/୨ : ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ ଓ ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ବନ୍ଦ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚିଲିକା

ରାଜଧାନୀର କାନ୍ଥ କହୁଛି କଥା

ମେଟ୍ରୋ ଟିଭି ଓଡିଶା,୧୦/୨ : ସ୍ମାର୍ଟସିଟି ଭାବେ ପରିଚିତ ଭୁବନେଶ୍ୱର । ସବୁ ସ୍ମାଟ୍ ଦେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ବିଭିନ୍ନ ପ୍ରକାରର ଉଦ୍ୟମ । ଏବେ ପାରମ୍ପାରିକ ଓ ଆଧୁନିକ ଚିତ୍ରରେ ସଜେଇ ହୋଇସାରିଛି ଭୁବନେଶ୍ୱର । କାନ୍ଥରେ କରାଯାଇଛି ଭଳିକି ଭଳି

ଦି ଗ୍ରେଟ୍ ଖଲି ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୦/୨ : ବାହୁବଳୀ ଖଲିଙ୍କୁ ଭଲା କିଏ ନଜାଣନ୍ତି? ସେ ଘରେ ଘରେ ପରିଚିତ THE GREAT KHALI ନାଁରେ । WWE ରେ ଭାରତ ପକ୍ଷରୁ ଖେଳି ସାରା ବିଶ୍ୱରେ ନିଜର ଦବ୍ ଦବା ଜାହିର କରିଥାନ୍ତି । ବର୍ତମାନ ସେହି ରେସଲର୍ ଦି ଗ୍ରେଟ୍ ଖଲି ପଦ୍ମ ଧରିଛନ୍ତି । WWE ରେସଲର୍ ଖଲି

ନିର୍ମାଣ ହେଲା ବିଶ୍ୱର ସବୁଠାରୁ ବଡ ଘଣ୍ଟି

ମେଟ୍ରୋ ଟିଭି ଓଡିଶା,୧୦/୨ : ରାଜସ୍ଥାନର କୋଟାଠାରେ ନିର୍ମିତ ଚାମ୍ବଲ ନଦୀ ଫ୍ରଣ୍ଟରେ ଲାଗିବ ଦୁନିଆର ସବୁଠୁ ବଡ଼ ଘଣ୍ଟି। ବର୍ତ୍ତମାନ ଏହି ଘଣ୍ଟିର ନିର୍ମାଣ କାମ ଜୋରସୋରା ଚାଲିଛି। ନିର୍ମାଣ କାମ ଶେଷ ହେବା ପରେ ଏହି ଘଣ୍ଟି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତିନୋଟି ରେକର୍ଡ

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଇଲା କରୁଛି କଚ୍ଚା ବାଦାମ

ମେଟ୍ରୋ ଟିଭି ଓଡିଶା,୧୦/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଗୀତରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ଏବଂ କ୍ରିକେଟ ଷ୍ଟାର ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାମୀ, ଶ୍ରୀବଲ୍ଲୀ, ଓଁ ଆଣ୍ଟୋ ଗୀତ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ଏହା ମଧ୍ୟରେ

IPL ମେଗା ନିଲାମରେ ମାଲାମାଲ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୧୦/୨ : ଆଇପିଏଲ୍ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି । ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି । ୧୫ଟି ଦେଶରୁ ମୋଟ ୫୯୦ ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି । ୧୦ଟି ଦଳ ନିଲାମ ପୂର୍ବରୁ ୩୩ ଖେଳାଳି

ରିଜର୍ଭ ବ୍ୟାଙ୍କରେ ଜାରି ହେଲା ମୁଦ୍ରା ନୀତି

ମେଟ୍ରୋ ଟିଭି ଓଡିଶା,୯/୨ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ

ଉଦ୍ଧାର ହେଲେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସ୍ୱାମୀ

ମେଟ୍ରୋ ଟିଭି ଓଡିଶା,୯/୨ : ଓ୍ବାଶିଂଟନ୍ର ଡନ୍‌ବାର୍ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସ୍ବାମୀ ଡଗ୍‌ଲସ୍ ଏମ୍‌ହଫ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ