Trending
- ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ନୟାଗଡ ବନ୍ଦ ଡାକରା
- ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ ପ୍ରତିମା ଅନାବରଣ କଲେ ରାଷ୍ଟ୍ରପତି
- ନାବାଳିକା ଗଣଦୁଷ୍କର୍ମ ଘଟଣାର ବିରୋଧ କରି ୨୪ ରେ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି ବିଜେଡ଼ି
- ମନ କି ବାତର ୧୩୧ତମ ସଂସ୍କରଣ: ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
- ଦୁର୍ବଳତା ଅନୁଭବ ହେତୁ ହସପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର
- ଏଣିକି ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ମିରଟ ଯାତ୍ରା, ଆରମ୍ଭ ହେଲା ଭାରତର ସବୁଠୁ ସେମି-ହାଇ-ସ୍ପିଡ୍ ଲୋକାଲ ରାପିଡ୍ ଟ୍ରେନ୍
- ଏଣିକି ଟେଟ୍ରା ପ୍ୟାକ୍ରେ ମିଳିବ ମଦ
- ଦିଲ୍ଲୀଠାରେ ଅନୁଷ୍ଠିତ “ଏଆଇ ସମିଟ୍”ରେ କଂଗ୍ରେସର ଅପମାନଜନକ ପ୍ରଦର୍ଶନ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
- ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି : ମନମୋହନ ସାମଲ
Browsing Tag
#india
ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ!-->!-->!-->!-->!-->…
ପରଲୋକରେ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା
ମେଟ୍ରୋ ଟିଭି ଓଡିଶା,୧୨/୨ : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା । ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ୧୯୮୦ରୁ!-->…
ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ
ମେଟ୍ରୋ ଟିଭି ଓଡିଶା,୧୨/୨ : ଲଣ୍ଡନ ରୋମ, ଭେନିସ, ଓ ବର୍ଲିନ ସମେତ ୟୁରୋପରେ ଅନେକ ଦେଶ ଅଛି ଯାହାକି ସୁନ୍ଦରତାରେ ପରିପୂର୍ଣ୍ଣ । କିନ୍ତୁ ଏହି ସହରମାନଙ୍କ ଭିତରେ ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ!-->!-->!-->…
ପୁଣି ପରଦାରେ ଆସିବ ଶକ୍ତିମାନ
https://www.instagram.com/p/CZ01DRMM1fU/?utm_source=ig_web_copy_link
pic credit-sonypicsfilmsin
ମେଟ୍ରୋ ଟିଭି ଓଡିଶା,୧୨/୨ : ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କ ପ୍ରିୟ ପସନ୍ଦ ଶୋ ମନେଥିବ। ୯୦ଦଶକରେ ଘରେ!-->!-->!-->…
ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ କିଣିଲା କେକେଆର
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।ପୂର୍ବଥର!-->!-->!-->…
ମମିତା ମେହେର ହତ୍ୟାକାଣ୍ଡ ମାମଲା
ମେଟ୍ରୋ ଟିଭି ଓଡିଶା,୧୨/୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତାତି ଉଠିଥିଲା । ମୁଖ୍ୟ ଅଭୁଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ଯାଇ କୋର୍ଟ ଚାଲଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ଏହି ଘଟଣାରେ!-->!-->!-->…
ଆଇପିଏଲ ନିଲାମୀ: ପଞ୍ଜାବ କିଣିଲା ଧାୱନଙ୍କୁ ଓ ଅଶ୍ୱୀନଙ୍କୁ ରାଜସ୍ଥାନ ରୟାଲ୍ସ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆରମ୍ଭ ହୋଇଛି ଆଇପିଏଲ ନିଲାମୀ । ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ୍ୟ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି ।
pic credit-CAଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ!-->!-->!-->!-->!-->!-->!-->…
ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମେଟ୍ରୋ ଟିଭି ଓଡିଶା,୧୨/୨ : ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ସମୀକ୍ଷା ବୈଠକ ।
ସୂଚନା ଅନୁଯାୟୀ, ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ!-->!-->!-->!-->!-->…
ପୃଥିବୀ ଭଳି ନୂଆ ଗ୍ରହ ଠାବ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆମ ମହାକାଶରେ ରହିଛି ବିଭିନ୍ନ ଗ୍ରହ ଉପଗ୍ରହ । ଏହି ସବୁ ଗ୍ରହ ନକ୍ଷତ୍ରରେ ସାଧରଣ ଜନଜୀବନ ବସବାସ କରିବା ସମ୍ଭବ ପର ନୁହେ । ଏଥିପାଇ କେବଳ ପୃଥିବୀ ଏକମାତ୍ର ଗ୍ରହ ଯେଉଠି ଲୋକ ମାନେ ବାସ କରନ୍ତି । କିନ୍ତୁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ!-->!-->!-->…