Browsing Tag

#india

୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ନୂଆପଡ଼ାରେ ରୋଡ୍‌ ସୋ’ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ‌ଢୋଲକିଆଙ୍କ ପାଇଁ ଏହି ରୋଡ୍‌ ସୋ’ ମାଧ୍ୟମରେ ମତଦାତାଙ୍କୁ ଭୋଟ୍‌ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ସୋ’ ନୂଆପଡ଼ା ସହରରୁ…

ବର୍ଷା ପାଇଁ ଭାରତ , ଅଷ୍ଟ୍ରେଲିଆ ଶେଷ ଟ୍ବେଣ୍ଟି-୨୦ ବାତିଲ – ସରିଜ କବଜା କଲା ଭାରତ

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪.୫ ଓଭରରେ କୌଣସି ଓ୍ବିକେଟ ନ ହରାଇ ୫୨ ରନ କରିଥିଲା । ଅଭିଷେକ ଶର୍ମା ୨୩ ରନ ଓ ଶୁବମନ ଗିଲ୍ ୨୯ ରନ କରିଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେବାରୁ ମ୍ୟାଚ ଅଟକି…

ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣା: ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ

ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ । ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଉନ୍ନୟନ କମିଶନ ଦେଇଥିବା ରିପୋର୍ଟରେ ପୁଲିସର ଅବହେଳା ସହ ଏଆଇ କାମ କରିନଥିବା ଦର୍ଶାଯାଇଛି । ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଏଆଇ ବ୍ୟବସ୍ଥା…

ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ

ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି। ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି। ପାର୍ବଣ ସମୟରେ ଜିଏସ୍‌ଟି ହ୍ରାସର ପ୍ରଭାବ…

ବିଶିଷ୍ଟ ଓଲିଉଡ଼‌ ଅଭିନେତା ଅଶ୍ରୁମୋଚନଙ୍କ କାର ଦୁର୍ଘଟଣା ଗ୍ରସ୍ତ

କଟକରୁ ବିଳମ୍ବିତ ରାତିରେ ସୁଟିଂ  ସାରି ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ ଓଲିଉଡ଼‌ ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍‌ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର…

NDA ସରକାର ନଆସିଲେ ରାଜ୍ୟର ପିଲାମାନେ ଡାକ୍ତର କିମ୍ବା ଇଞ୍ଜିନିୟର ନୁହେଁ, ଗୁଣ୍ଡା ହେବେ – ମୋଦୀ

ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଶନିବାର ସୀତାମାଢ଼ିରେ ଏକ ରାଲିକୁ କୁ ସମ୍ବୋଧିତ…

ବାଲିଯାତ୍ରାେରେ ବାସୀ ଖାଦ୍ୟ , ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ

ଆକ୍ସନରେ ଖାଦ୍ୟ ସୁରକ୍ଷା ବିଭାଗ । ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି । ଖବର…

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ସମସ୍ତେ କେବଳ ଅନଲାଇନରେ ଫର୍ମ ପୂରଣ କରିବେ ।…

ରାଜ୍ୟରେ ବଢୁଛି ଶୀତ , କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ

ବିଳମ୍ବ ହେଲେ ବି କନ୍ଧମାଳକୁ  ଛୁଇଁଛି ପହିଲି ଶୀତ। କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ । ପ୍ରାତଃ ଭ୍ରମଣ କରିବା ସହ ପଡ଼ିଆରେ ଦେଖିବାକୁ ମିଳୁଛି ଭିଡ଼ । କନ୍ଧମାଳ ଜିଲାରେ ଆସିଛି ପହିଲି ଶୀତ । ଗତ ଦୁଇଦିନ ହେଲା ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା…

ଆଜିର ରାଶିଫଳ

ମେଷ: ଆୟୁଷ୍ମାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କୁଳ ଉଦ୍ଧାରକ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ। ବୃଷ: ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦିନଟି…