ଆଉ ହେବନି ବିଜୁଳି କାଟ
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ | ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନକରିବାକୁ କୁହାଯାଇଛି । ବିଗତ!-->!-->!-->…