ଆଜି ଦେଶକୁ ମିଳିବେ ନୂତନ ରାଷ୍ଟ୍ରପତି
ଗୁରୁବାର ଅପରାହ୍ନ ୪ ଟା ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ ଭାରତକୁ ନୂଆ ରାଷ୍ଟ୍ରପତି ମିଳିଯିବେ। ଭୋଟ ଗଣତି ଗୁରୁବାର ସକାକ ୧୧ଟାରୁ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜିତିବାକୁ ନେଇ ଆଶ୍ବସ୍ତ ଥିବା ବିଜେପି ବିଜୟର ସବୁପ୍ରକାର!-->…