ଇଣ୍ଟ୍ରାନାଜାଲର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ
କୋଭିଡ୍-୧୯ ସଂକ୍ରମଣକୁ ରୋକିବାରେ ଭାରତ ଆଉ ପାଦେ ଆଗକୁ ଯାଇଛି । ଦେଶରେ ପ୍ରଥମ ନାଜାଲ କୋଭିଡ୍ ଟିକାର ଟ୍ରାଏଲ ଶେଷ ହୋଇଛି । ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଟ୍ରାଏଲ ଶେଷ ହୋଇଛି । ୪ ହଜାର ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଛି ।ଭାରତ ବାୟୋଟେକ!-->…