Browsing Tag

#india

୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମ ଦିନ । ଜନ୍ମଦିନ ଅବସରରେ ମୋଦିଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳିଛି । https://twitter.com/ani_digital/status/1571071192026746882?s=20&t=Vlz2Ssm6tTvf5GbOFOY6Nw ପ୍ରଥମ ଥର ସଂସଦ ସଦସ୍ୟ ହୋଇ

ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କଲା କୋଲକତା ପୁଲିସ

କୋଲକତା: ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କରିଛି କୋଲକତା ପୋଲିସ । ସରକାରଙ୍କ ଇଙ୍ଗିତରେ ପୋଲିସ ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର କରୁଥିବା ବିଜେପି ଅଭିଯୋଗ କରିଛି । ପୂର୍ବରୁ ଅଭିଷେକ ବାନାର୍ଜୀ କହିଥିଲେ ସେ ପୋଲିସ ହୋଇଥିଲେ ବିଜେପି କର୍ମୀଙ୍କୁ ଗୁଳି ମାରିଦେଇଥାନ୍ତେ

ସ୍ୱତନ୍ତ୍ର ବିମାନରେ ଭାରତ ଆସିଲେ ଚିତା, କୁନୋରେ ଛାଡିଲେ ମୋଦି

ଭାରତକୁ ଆସିଲେ ୮ଟି ଚିତା ବାଘ । ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସି ଗୁଆଲିୟରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କୁନୋ ଜଂଗଲରେ ଛାଡିଛନ୍ତି । https://twitter.com/ani_digital/status/1571021121788706816?s=20&t=Vlz2Ssm6tTvf5GbOFOY6Nw

ଭାରତ ଯୋଡ଼ୋ ଯାତ୍ରା ବେଳେ ବିବାଦ

କଂଗ୍ରେସ ୮ ଦିନ ହେଲା ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ପଦଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧିଙ୍କ ଟି-ଶାର୍ଟକୁ ନେଇ ବିବାଦ ଦେଖାଯାଉଛି ତ ଆଉ କେତେବେଳେ ଦଳର ବିଶ୍ରାମ ପାଇଁ ପ୍ରସ୍ତୁତ କରାଯାଇଥିବା କଣ୍ଟେନର ବିବାଦ ସୃଷ୍ଟି

ଚୀନର ବିସ୍ତାରବାଦ ନୀତି ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ

ଉଜବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ସମ୍ମିଳନୀ ଆରମ୍ଭହୋଇଛି । ଏହି ସମ୍ମିଳନୀରେ କ୍ଷେତ୍ରୀୟ ସୁରକ୍ଷା, ବ୍ୟବସାୟ, ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ହେବାକୁ ଯାଉଛି । ବ୍ୟକ୍ତିଗତ ଭାବେ

ଅମରିନ୍ଦର ସିଂହ ବିଜେପିରେ ସାମିଲ ହେବେ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ସେପ୍ଟେମ୍ବର ୧୯ରେ ବିଜେପିରେ ସାମିଲ ହୋଇପାରନ୍ତି । ନିଜ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର ଏବଂ ନୀତି ନିର୍ବାଣ ସିଂହଙ୍କ ସହ ସେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳୁଛି ।

ମୂଲ୍ୟବୋଧ ଆଧାରିତ ଶିକ୍ଷା ଶିଶୁର ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ସୁନିଶ୍ଚିତ କରିବ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବାଲବାଟିକା

ପୁରୀ-ସିଆଲଦା ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

ଭୁବନେଶ୍ବର: ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି ।   ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଅକ୍ଟୋବର ୧,୨୦୨୨ରୁ ଅକ୍ଟୋବର ୨୯,୨୦୨୨

ଉଜବେକିସ୍ତାନରେ ପ୍ରଧାନମନ୍ତ୍ରୀ: ଆଜି ପୁଟିନ, ଜିନପିଙ୍ଗଙ୍କୁ ଭେଟିବେ

ଉଜବେକିସ୍ତାନ ରାଷ୍ଟ୍ରପତି ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ସମରକନ୍ଦରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  

ଡିଏସ୍‌ଟି ଦ୍ୱାରା ଛାତ୍ରବୃତ୍ତି ଏବଂ ଫେଲୋସିପ୍‌ ମିଳିବା ସୁନିଶ୍ଚିତ ହେବ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ) ବିଜ୍ଞାନ ଏବଂ ପ୍ରଯୁକ୍ତି, ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ), ଭୂ ବିଜ୍ଞାନ ବିଭାଗ, ପିଏମଓ, କାର୍ମିମ, ଜନ ଅଭିଯୋଗ, ପେନ୍‌ସନ, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଡିଏସ୍‌ଟି ଦ୍ୱାରା ଆର୍ଥିକ