ଭୋକରେ ଭାରତୀୟ
ଭୋକରେ ଭାରତୀୟ । ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ପୂର୍ବ ତୁଳନାରେ ଭାରତ ୬ଟି ସ୍ଥାନକୁ ଖସିଛି । ଏବେ ଭାରତର ସ୍ଥାନ ୧୦୭ ରହିଛି । ଭାରତର ସ୍କୋର ୨୯.୧ ରହିଛି । ତେଣୁ ଭାରତକୁ ଗମ୍ଭୀର ଶ୍ରେଣୀରେ ରଖାଯାଇଛି । ତେବେ ଆମଠୁ ଭଲ ସ୍ଥିତିରେ ରହିଛନ୍ତି ଦକ୍ଷିଣ!-->…