Browsing Tag

#india

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ହେବ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଖାଲି ପଡ଼ିଥିବା

ସ୍କୁଲ ଶିକ୍ଷାରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ସ୍କୁଲ ଶିକ୍ଷାରେ ଦେଶରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପିଜିଆଇ ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଟଳ ଇନୋଭେସନ୍ ମିଶନ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କ ସମ୍ବନ୍ଧିତ କଫି ଟେବୁଲ୍ ପୁସ୍ତକ ଜାରି କରିଛି

ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍‌), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍ ପୁସ୍ତକ ‘ଇନୋଭେସନସ୍ ଫର ୟୁ' ର ଚତୁର୍ଥ ସଂସ୍କରଣକୁ ଜାରି କରିଛି । ଏହି ୭୫ ଜଣ ମହିଳା ଉଦ୍ୟୋଗୀ ମାନଙ୍କୁ ଏଆଇଏମ୍‌, ନୀତି ଆୟୋଗର ଅଟଳ ଇନ୍‌କ୍ୟୁବେସନ୍ ସେଂଟର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆଇଆଇଏମ୍‌ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍‌ଘାଟିତ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ

ଝୁଲା ପୋଲ ଦୁର୍ଘଟଣାରେ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗୁଜରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ରାଜ୍ୟରେ ଡିସେମ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିରୁ ବିରୋଧୀ ଜୋର୍‌ଦାର ଟାର୍ଗେଟ କରୁଛନ୍ତି। ଗୋଟିଏ ଘଡ଼ି କମ୍ପାନୀକୁ କେଉଁଭଳି ଭାବେ ପୋଲର ନବୀକରଣ କାର୍ଯ୍ୟ କରିବାକୁ ଦିଆଯାଇଥିଲା

ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ

ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ ପଞ୍ଜାବ

ଦେଶ ପାଇଁ ବିପଦ ଖଲିସ୍ତାନୀ

ଦେଶରେ ହିଂସା ପାଇଁ ଚାହୁଁଛି ଖଲିସ୍ତାନୀ ସମର୍ଥକ । ଏନେଇ କାନାଡ଼ାରେ ଚାଲିଛି କିଚି ସଂଗଠନର ଷଢ଼ଯନ୍ତ୍ର । ସେଠାରେ ଟଙ୍କା ଠୁଳ କରି ଭାରତରେ ହିଂସା ପାଇଁ ସେମାନେ ଯୋଜନା କରୁଛନ୍ତି । ଏପରିକି ଖଲିସ୍ତାନୀ ସମର୍ଥନରେ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ

୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ

ନିଲାମ ସିଧାସଳଖ ଭାବେ ବାରଟି ରାଜ୍ୟକୁ ଲାଭ ଦେବ ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ

ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆପଣ ଯଦି ଦିଲ୍ଲୀ ବୁଲିବାକୁ ପ୍ଲାନ କରିଛନ୍ତି ତେବେ ଏବେ ସେ ଚିନ୍ତା ଛାଡିଦିଅନ୍ତୁ । ଶୀତ ଦିନ ଆସିବା ପରେ ଦିଲ୍ଲୀର ବାୟୁମଣ୍ଡଳ ବିଷ ବଳୟ ସାଜିଛି । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ଅବସ୍ଥାକୁ ଆସିଯାଇଥିବାରୁ ଲୋକେ ଏଭଳି

ଗେହଲଟ ଓ ପାଇଲଟଙ୍କ ପୁଣି ବିବାଦ!

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ କ୍ଷମତା କନ୍ଦଳ ନୂଆ କଥା ନୁହେଁ । ଦୁଇ ବର୍ଷ ହେଲା ଏ ଦୁହିଁକ ମଧ୍ୟରେ ଚୈାକିକୁ ନେଇ ବିବାଦ ବଢିବାରେ ଲାଗିଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କରାଯିବ କହି 4 ବର୍ଷ ବିତିଯାଇଥିଲେ ମଧ୍ୟ ଗେହଲୋଟ ଗାଦି