Browsing Tag

#india

ଦାୟିତ୍ବ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଆଜି ଦାୟିତ୍ବ ନଲେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି ।ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ

ଦିଲ୍ଲୀରେ ଆଜିଠୁ ଖୋଲିଲା ସ୍କୁଲ

ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ସ୍କୁଲ । ବାୟୁ ପ୍ରଦୂଷଣର ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାରୁ ସ୍କୁଲ ଖୋଲାଯାଇଛି । ଦ୍ରୁତ ଗତିରେ ପ୍ରଦୂଷଣ ବଢୁଥିବାରୁ ସ୍କୁଲ ବନ୍ଦ କରାଯାଇଥିଲା । ଏବେବି କିଛି ସ୍ଥାନରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରହିଛି । ଦିଲ୍ଲୀ ଏବଂ ଏନସିଆରରେ ଏକ୍ୟୁଆଇ ସ୍ତର

ଜି-୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବ୍‌ସାଇଟ୍‌ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ଣ ୪ଟା ୩୦ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବ୍‌ସାଇଟ୍‌କୁ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ ଭାରତର ବିଦେଶ ନୀତି ବିଶ୍ବ

ବରିଷ୍ଠ ବିଜେପି ନେତା ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ

ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର ଉତ୍ସବରେ ତାଙ୍କୁ

୧୦% ସଂରକ୍ଷଣ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ଙ୍କ (ଇଡବ୍ଲୁଏସ୍‌) ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି। ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ, ବିଚାରପତି ଦିନେଶ ମାହେଶ୍ବରୀ, ଏସ୍. ରବୀନ୍ଦ୍ର ଭଟ୍ଟ,

ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ

ନୂଆ ଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ବିନୟ

ହକି ଇଣ୍ଡିଆର ବଡ଼ ଘୋଷଣା କଲେ ଦିଲ୍ଲୀପ ତିର୍କି

ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାକୁ ସବୁ ମହଲରେ ସ୍ବାଗତ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି ଶୁଣାଇବେ ଜଷ୍ଟିସ ୟୁୟୁ ଲଳିତ । ତାଙ୍କର ଅବସର ପରେ ବରିଷ୍ଠ ବିଚାରପତି ୱାଇଭି

ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ ସଂରକ୍ଷଣକୁ ବୈଧ୍ୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ଵାଧୀନ

ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ । ସମାଜବାଦୀ ପାର୍ଟି କୁ ସମସ୍ତ ବିରୋଧୀ ଦଳ ସାହାର୍ଯ୍ୟ କରିଥିଲେ ମଧ୍ୟ ପରାଜିତ କରିପାରିନାହାଁନ୍ତି । ବିଜେପିର ବିଜୟ ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ