Browsing Tag

#india

ସ୍କୁଟରରେ କମେଣ୍ଟ୍ରି

କ୍ରିକେଟ ମ୍ୟାଚ ଆଜିକା ଯୁଗରେ କାହାର ବା ପସନ୍ଦ ନୁହେଁ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି । କ୍ରିକେଟ ମ୍ୟାଚରେ ସବୁଠାରୁ ଇେଂଟ୍ରଷ୍ଟିଙ୍ଗ ପାର୍ଟ ହେଲା କମେଂଟ୍ରି । ଯାହାକି କ୍ରିକେଟ ଖେଳ ପ୍ରେମୀଙ୍କୁ ତାଙ୍କ ଆଡକୁ

ଉତ୍ତର ଭାରତରେ ପ୍ରବଳ ଶୀତ , ଲୋକେ ହନ୍ତସନ୍ତ

ଦିଲ୍ଲୀ: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ୟୁପିରେ ପ୍ରବଳ ଶୀତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତୁନିଶା ଶର୍ମାଙ୍କ ଆତ୍ମହତ୍ୟା : ସିଜାନ ମହମ୍ମଦ ଗିରଫ

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ

ବାଂଲାଦେଶକୁ ହରାଇଲା ଭାରତ

ରୋମାଞ୍ଚକର ସ୍ଥିତିରେ ଥିବା ଟେଷ୍ଟ ମ୍ୟାଚରେ ଭାରତ ଓ ବାଂଲାଦେଶକୁ ପରାସ୍ତ କରିଛି । ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହୋଇଛି । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ଥିବା ବେଳେ ଅଶ୍ବିନ ଏବଂ ଶ୍ରେୟସ ଆୟରଙ୍କ ଭାଗିଦାରୀ ଦ୍ବାରା

୩ ଦିନିଆ ସିବିଆଇ ହେପାଜତକୁ ଗଲେ ଚନ୍ଦା କୋଚ୍ଚର

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବେ ସିବିଆଇ ହେପାଜାତରେ । କେବଳ ସେ ନୁହଁନ୍ତି ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ମଧ୍ୟ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଥିଲେ ଯେ

ମଥୁରାରେ ଶାହି ଇଦଗା ମସଜିଦର ସର୍ଭେ ହେବ

ମଥୁରା: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ବିବାଦ ଚାଲିଥିବା ବେଳେ ଏହି ଭୂମିରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ହିନ୍ଦୁ ପକ୍ଷ ବର୍ଷ ବର୍ଷ ଧରି କରିଆସୁଛନ୍ତି ଅଭିଯୋଗ । ଏହାକୁ ନେଇ କୃଷ୍ଣ

ବିଦେଶରୁ ଅସିଲେ ପର୍ଯ୍ୟଟକଙ୍କ ଆରଟିପିସିଆର ରିପୋର୍ଟ ଜରୁରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା । ବିଦେଶରୁ ଆସୁଥିବା ପର୍ଯ୍ୟଟକ ଆସିଲେ ଆରଟିପିସିଆର ରିପୋର୍ଟ ଜରୁରୀ । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ ରିପୋର୍ଟ ଜରୁରୀ ବୋଲି ସରକାର ଧାର୍ଯ୍ୟ କରିଛନ୍ତି। ପଜିଟିଭ୍ ଆସିଲେ ସଙ୍ଗରୋଧରେ ରହିବା

ରକୁଲ ପ୍ରୀତଙ୍କ ଲଗାତାର ଦୀର୍ଘ ୧୧ ଘଣ୍ଟା ସୁଟିଂ

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପାଣି ଭିତରେ ଦୀର୍ଘ ୧୧ ଘଣ୍ଟା ସୁଟିଂ କରିଥିବା ଦେଖିବାକୁ ମିଳିଛି । ଥଣ୍ଡା ପାଣିରେ ଏତେ ସମୟ ଧରି ରହି ପରିଶ୍ରମ କରୁଥିବା ଦେଖାଯାଇଥିଲା । ଥଣ୍ଡାରୁ ବର୍ତ୍ତିବା ଲାଗି ସେ ଆୟୁର୍ବେଦିକ କାଢ଼ା ବ୍ୟବହାର କରୁଥିବା ସେ ତାଙ୍କର ପ୍ରଶଂସକମାନଙ୍କୁ

ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଆଫତାବ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଏବେ ପୁଣି ଚାଲାକି ଆରମ୍ଭ କରିଛି । ପ୍ରଥମେ ଜାମିନ ପାଇଁ ଆବେଦନ କରିବା ପରେ ଏବେ ଜାମିନ ଚାହୁଁନଥିବା କହିଛି । ନିଜ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କାଟି ଜଂଗଲରେ ଫିଙ୍ଗିଥିବା ଏହି ନୃଶଂସ ଅଫତାବ ନିଜ ଦୋଷ

ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବରେ ଯୋଡାଯିବ

ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍