Browsing Tag

#india

ବିଜୟ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

 କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ।ସେହିପରି ରାଜ୍ୟ କଂଗ୍ରେସର ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି। କମିଟିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ  ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମାଗଣା ବ୍ଲୁ ଟିକ୍ ଯୁଗ ଶେଷ

ବିଶିଷ୍ଟ ବ୍ୟକ୍ତି ଓ ଟ୍ବିଟର ବ୍ୟବହାରକାରୀମାନଙ୍କୁ କଂପାନି ନିଜ ଆଡ଼ୁ ବ୍ଲୁ ଟିକ୍ ସେବା ନିଃଶୁଳ୍କ ଥିଲା।  ଯେଉଁମାନେ ପେମେଣ୍ଟ୍‌ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ୍‌ରୁ ବ୍ଲୁକ୍ ଟିକ୍ ଉଭାନ ହୋଇଯାଇଛି।ମାଗଣା ବ୍ଲୁ ଟିକ୍ ଯୁଗ ଶେଷ ହୋଇଛି। ସୋସିଆଲ୍ ମିଡିଆ ଟ୍ବିଟର୍‌ ଆକାଉଣ୍ଟ୍‌ରେ…

ଆଜି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ତାତିରୁ ଆଶ୍ବସ୍ତି ମିଳିବ। ଲଗାତାର ୪୩ ଓ ୪୪ ଡିଗ୍ରି ଉପରେ ‌ରେକର୍ଡ ହେଉଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା   ଖସିଥିଲା।  ପ୍ରଚଣ୍ଡ ଗ୍ରୀଷ୍ମ…

ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ପାକିସ୍ତାନୀ ଆତଙ୍କବାଦୀ ସାମିଲ

ପୁଞ୍ଚ ଜିଲ୍ଲାରେ  ସେନା ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଟି ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି।ପିଓକେରୁ ରାଜୌକରୀ ଏବଂ ପୁଞ୍ଚ୍ ଦେଇ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ କହୁଛି। ଆତଙ୍କବାଦୀମାନେ…

ଦେଶରେ ଉପରମୁହାଁ କରୋନା ଗ୍ରାଫ୍

ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଉପରକୁ ବଢିବାରେ ଲାଗିଛି। ଦେଶରେ ଦିନକରେ ୧୨,୧୯୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୭,୫୫୬କୁ ବୃଦ୍ଧି ପାଇଛି। ଦେଶରେ ଗତକାଲି…

ଆଜି ଇଦ୍‌ ଉଲ୍ ଫିତର୍

ଇସଲାମ ଧର୍ମାବଲମ୍ବୀଙ୍କ  ସବୁଠୁ ବଡ଼ ପର୍ବ। ଆଜି ଇଦ୍‌ ଉଲ୍ ଫିତର୍। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଦ ଅବସରରେ ଶୁଭେଚ୍ଚା ବାର୍ତା ପ୍ରଦାନ…

ସୁଦାନରେ ଭାରତୀୟଙ୍କ ସୁରକ୍ଷା ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

ସୁଦାନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇ ଯୋଗୁ ସେଠାରେ ଅଟକି ରହିଥିବା ଭାରତୀୟଙ୍କ ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି ଭାରତୀୟମାନେ ଏବେ ସୁଦାନରେ ରହିବାକୁ ଚାହୁଁନାହାଁନ୍ତି । ସୁରକ୍ଷିତ ଭାବେ ତାଙ୍କୁ ଭାରତ ଫେରାଇ…

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କୁ ସିବିଆଇ ସମନ

ଜମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ସିବିଆଇ ସମନ । କେନ୍ଦ୍ର ସରକାର ବିରୋଧରେ ମନ୍ତବ୍ୟ ଦେବାପରେ ସେ ଏବେ ଚର୍ଚାରେ ଅଛନ୍ତି । ଦୁର୍ନୀତି ମାମଲାକୁ ନେଇ ସେ ସାକ୍ଷାତକାର ଦେଇଥିବାରୁ ତାଙ୍କୁ ସିବିଆଇ ସମନ ଜାରି କରିଛି । ଏପରିକି ସେ ମୋଦି ସରକାରଙ୍କୁ ମଧ୍ୟ ଅଙ୍ଗୁଳି…

ଲୁହରେ ଭିଜିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ଗାଁ: ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ଲୁହରେ ଭିଜିଛି ସହିଦ ଦେବାଶିଷ ବିଶ୍ୱାଳଙ୍କ ଗାଁ । ପିଲାଠୁ ବୁଢ଼ା ସମସ୍ତଙ୍କ ଆଖିରେ ଲୁହ । ଖବର ପହଁଚିବା ପରେ ସହିଦଙ୍କ ଘରେ କାନ୍ଦ ବୋବାଳି ବନ୍ଦ ହେଉନାହିଁ । ବନ୍ଧୁ ପରିଜନ, ରାଜନେତାଙ୍କ ଗହଳି ଛୁଟିଛି । କିନ୍ତୁ ନିଜ ପୁଅକୁ ହରାଇ ପରିବାର , ଗାଁ ଏବେ ଝୁରୁଛି । ଗତକାଲି…