Browsing Tag

#india

ରାମନବମୀ ହିଂସାର ଯାଞ୍ଚ କରିବ ଏନଆଇଏ

କୋଲକାତା: ପଶ୍ଚିମବଂଗରେ ଗତ ନିର୍ବାଚନଠାରୁ ହିଂସା ଥମିବାର ନା ଧରୁନାହିଁ  । ତେବେ   ରାମନବମୀ ଦିନ ହୋଇଥିବା ହିଂସାର ଯାଞ୍ଚ ପାଇଁ ହାଇକୋର୍ଟ  ଏନଆଇଏ କୁ ନିର୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ  ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର…

ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି: ବିଜେଡି

ଭୁବନେଶ୍ୱର:  ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି ବୋଲି ବିଜେଡି କହିଛି । । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ…

ଆଳିରେ ଡ଼ଙ୍ଗା ବୁଡ଼ି ଘଟଣାରେ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଳି: ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ  ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ…

ରାଜା ରାଜୁଡାମାନେ ଦେଇଥିବା ସୁନା ଅଳଙ୍କାର ସବୁ ରତ୍ନଭଣ୍ଡାରରେ ଅଛି ତ!: ବିଜେପି

ଭୁବନେଶ୍ୱର :ଶ୍ରୀଜଗନ୍ନାଥଙ୍କ  ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ତେବେ ସେ ଆଇନ କାର୍ଯ୍ୟାକାରୀ କରାଯାଉନଥିବା ବିଜେପି ଅଭିଯୋଗ କରିଛି । ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର ବୋଲି  ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସେ ଆହୁରି…

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଓଡ଼ିଶାରେ ପ୍ରଥମ ଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହେବ  । ପ୍ରଥମେ ସକାଳୁ ଏହି ଏକ୍ସପ୍ରେସ ଟ୍ରେନ ହାଓଡାରୁ ପୁରୀ ଆସିବ ଏବଂ ପୁରୀରୁ ହାଓଡା ଯିବ ବୋଲି ଜଣାପଡିଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।…

କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର:  ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍ । ଦିନ ୧୧ଟାରେ ସଦର ବ୍ଲକ ଜମଧରରେ ପହଞ୍ଚିବେ ଫାଇଭ-ଟି ସଚିବ ।  ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଡେରାବିଶ ବ୍ଲକ ମିଶନ ଶକ୍ତି…

ଢ଼ିଲା ସୁରକ୍ଷା ପାଇଁ ମାଓବାଦୀ ନେଲେ ଯବାନଙ୍କ ଜୀବନ!

ଦାନ୍ତେଓ୍ବାଡା: ମାଓବାଦୀ ଅଞ୍ଚଳରେ ଯେମିତି ସତର୍କତା ଅବଲମ୍ବନ କରିବା କଥା ତାହା କରାଯାଇନାହିଁ । ଏହା ହିଁ ଛତିଶଗଡ଼ର ଦାନ୍ତେଓ୍ବାଡାରେ ମାଓବାଦୀ ଆକ୍ରମଣରେ ଯବାନ ସହିଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ଢ଼ିଲା…

ଦେଶରେ ପ୍ରଥମ ଥର ପାଇଁ ଗରିବ ଲୋକଙ୍କୁ ସୁରକ୍ଷା ସହିତ ସମ୍ମାନ ମଧ୍ୟ ମିଳିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ  ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ନାଗରିକମାନେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ସଂଖ୍ୟାଗରିଷ୍ଠତା ଏବଂ ସ୍ଥିରତା ସହ ଏକ ସରକାର ଚୟନ କରିଥିଲେ ସେତେବେଳେ ଏହା ଲୋକଙ୍କ ଜନାଦେଶର ପୃଷ୍ଠଭୂମି ଥିଲା ।…

ଯୋଗ ଏବଂ ଧ୍ୟାନ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ…

ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ

ନୂଆଦିଲ୍ଲୀ: ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ । ସୁଦାନରେ ଗୃହଯୁଦ୍ଧରେ ଫସି ରହି ଭୟରେ ଜୀବନ କାଟୁଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ କିଛି ଭାରତୀୟ ଉଦ୍ଧାର ହୋଇ ଦିଲ୍ଲୀରେ ଆସି ପହଁଚିଛନ୍ତି । ଦିଲ୍ଲୀରେ ପହଁଚିବା ପରେ ସେମାନେ ସୁଦାନରେ କିପରି କଷ୍ଟରେ ଜୀବନ…