Browsing Tag

#india

ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ  ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି। ଏହି ସମୟରେ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି।  ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ରୁ ୩ ମାସ ପାଇଁ ଭିତରକନିକା…

ମହାରାଷ୍ଟ୍ରର ଗଡ଼ଚିରୌଲୀରେ ୩ ନକ୍ସଲ୍‌ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୌଲୀରେ ପୁଲିସ  ସହିତ ଗୁଳି ବିନିମୟ କରି ଜଣେ ଦଲମ୍‌ କମାଣ୍ଡର୍‌ଙ୍କ ସମେତ ୩ଜଣ ନକ୍ସଲ୍‌ ନିହତ ହୋଇଥିବା କଥା ପୁଲିସ କହିଛି। ରାଜାରାମ ଓ ପେରିମିଲୀ ସଶସ୍ତ୍ର ଆଉଟ୍‌ପୋଷ୍ଟ୍‌ ମଧ୍ୟସ୍ଥ କେଦମାରା ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା। ଜଙ୍ଗଲରେ ତଲାସ ଅଭିଯାନ…

କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ: ଅଳକା ଲାମ୍ବା

କଂଗ୍ରେସ ନେତ୍ରୀ ଅଳକା ଲାମ୍ବା  ପ୍ରଶ୍ନ ଉଠାଇଛନ୍ତି । ଅଳକା ଲାମ୍ବା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ପ୍ରଶ୍ନ କରାଯାଉଥିଲେ ବି ସେ ନିରବ ଅଛନ୍ତି,ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା  କ୍ଷମତାକୁ ଆସିବା ପୂର୍ବରୁ ରାମଲୀଳା ମୈଦାନରୁ ଦୁର୍ନୀତି ବିରୋଧରେ ଲଢେଇ…

ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର : ମହାନଦୀ ଜଳକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ବିବାଦର ସମାଧାନ କରିବା ପାଇଁ  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ଠାରୁ ଏହି ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ପୁଣି ଥରେ ଛତିଶଗଡ଼ ଗସ୍ତ କରିଛନ୍ତି। ଟିମ୍‌  ଦୁର୍ଗ ଜିଲ୍ଲାର କୁମ୍ଭାରୀ…

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି

ଦିଲ୍ଲୀ : ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି ।  ଆନ୍ଦୋଳନକୁ ଦିଗହରା କରିବା ଲାଗି କେତେକ ମହଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ଦିଲ୍ଲୀ ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଯାଗା ଖାଲି କରିବାକୁ ନୋଟିସ କରିଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ରାଜସ୍ଥାନ-ମୁମ୍ବଇ ମୁକାବିଲା ଆଜି

ରବିବାର ୪୨ତମ ମ୍ୟାଚ ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ।  ରାଜସ୍ଥାନ ଓ ମୁମ୍ବଇ ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ ଖେଳିବେ। ରାଜସ୍ଥାନ ରୟାଲ୍‌ସ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ…

୧୦୦ତମ ‘ମନ୍‌ କୀ ବାତ୍‌’ ପ୍ରସାରଣ

‘ମନ୍‌ କୀ ବାତ୍‌’ ପ୍ରସାରଣ ଶୁଣନ୍ତୁ। ବାସ୍ତରେ ଏହା ଗୋଟାଏ ବିଶେଷ ଯାତ୍ରା, ଯେଉଁଥିରେ ଆମେ ଭାରତବାସୀଙ୍କର ସମ୍ମିଳିତ ଭାବନାକୁ ସ୍ବୀକୃତି ଦେବା ସହିତ ପ୍ରେରଣାଦୟୀ ଜୀବନଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି। ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’  ପ୍ରକୃତରେ ଗୋଟାଏ ବିଶେଷ…

ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି

ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ପରାସ୍ତ କଲା ସନ ରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି। https://twitter.com/IPL/status/1652374352342691841?s=20 ଦ୍ବିତୀୟ…

ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି  । ସୁପ୍ରିମକୋର୍ଟଙ୍କ ଛାଟ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ପୁରୀ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଜଣେ ଅଫିସରଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ…

ମେ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ମେ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି। ଯଦି ବାତ୍ୟା…