Browsing Tag

#india

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍

ବାରିପଦା: ସାଧାରଣତଃ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ଲାଇନ କଟେନାହିଁ । ଏଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ତେବେ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ…

ରାଷ୍ଟ୍ରପତି ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ

ବାରିପଦା:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ।  ୩ଦିନିଆ ଓଡିଶା ଗସ୍ତରେ ନିଜ ମାଟିରେ ପାଦ ରଖି ସମସ୍ତଙ୍କ ସହ ହସଖୁସିରେ ସମୟ ବିତାଇଛନ୍ତି ।  ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବାର…

ଝାରସୁଗୁଡ଼ାରେ ବିଜେପିକୁ ବିଜେଡିର ଡର!

ଭୁବନେଶ୍ବର: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ବିଜେଡି ନେତା ବାଜି ମାରିବେ ବୋଲି କହୁଛନ୍ତି । କିନ୍ତୁ ଧାମନଗର ନିର୍ବାଚନରେ ଦଳ ଯେପରି ହାରିଥିଲା କାଳେ ସେପରି କିଛି ଘଟିବ ସେଥିପାଇଁ ଡର ମଧ୍ୟ ରହିଛି । ଏହି ଡରର କାରଣ ଅନେକ । ତେବେ ନବ ଦାସଙ୍କ ଭୋଟ କୁଆଡେ…

କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଲେ ଆତଙ୍କବାଦୀ: ୨ ଯବାନ ସହିଦ

କାଶ୍ମୀର: କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଛନ୍ତି ଆତଙ୍କବାଦୀ । ଏଥିରେ ୨ ଯବାନ ସହିଦ ହୋଇଛନ୍ତି ।  ରଜୌରୀ ନିକଟସ୍ଥ  ଜଙ୍ଗଲରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଥିଲେ…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ  ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ…

ଆଜି ବୁଦ୍ଧ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ବୁଦ୍ଧ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି.. ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପରିପୂର୍ଣ୍ଣ ଜୀବନ ଏବଂ ସୁସ୍ଥ ସାମାଜ ଗଠନ ପାଇଁ ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ…

ଧାନ ଫସଲକୁ ଖାଉଚି ଅଜଣା ରୋଗ

ଗତ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇପଡିଥିବା ବେଳେ ଏବେ ଏକ ଅଜଣା ରୋଗରେ ଗଛରୁ ଧାନ ଶୁଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ଏପରି ସ୍ଥିତିରେ ଋଣ ପରିଶୋଧ ଓ ପରିବାର…

ଭାରତ ଗସ୍ତରେ ଆସି ଆଶାବାଦୀ କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋ

କରାଚୀ: ଆଜି ଓ ଆସନ୍ତାକାଲି ହେବାକୁ ଥିବା ସଙ୍ଘାଇ କର୍ପୋରେସନ୍‌ ଅର୍ଗାନାଇଜେସନ୍‌’ (ଏସ୍‌ସିଓ) ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଭାଗ ନେବାକୁ ଆସି ଗୋଆରେ ପହଁଚିଛନ୍ତି । ଭଲ ଆଲୋଚନା ହେବ ବୋଲି ପାକ ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ ଆଶା ପ୍ରକାଶ କରିଛନ୍ତି। ସେ…

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳକର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ ପ୍ରସ୍ତୁତ ଭୋଜନ

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…

ପଡ଼ୋଶୀଙ୍କୁ ହତ୍ୟା କରି ଦୁଇ ଯୁବକ ଗିରଫ

ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା । ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ପଡ଼ୋଶୀ ଚବିଲାଲ ହେମ୍ରମ(୨୮)ଙ୍କୁ ମନୋଜ ସାମସୀ(୩୫) ଓ ଅମରଜିତ ସାହୁ(୩୦) ମିସି ହତ୍ୟା କରିବା ପରେ ତାଙ୍କର ମୃତଦେହକୁ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ କରି ଅମରଜିତ ସାହୁ ଓ…