ମଣିପୁର ହିଂସାକୁ ନେଇ ଚାଲିଛି ରାଜନୀତି: ଫେରୁଛି ଶାନ୍ତି
ଇମ୍ଫାଲ: କିଛି ଦିନ ଧରି ମଣିପୁରରେ ସଂରକ୍ଷଣକୁ ନେଇ ହିଂସା ସୃଷ୍ଟି ହୋଇଛି । ତେବେ ସବୁଠୁ ବଡ଼ କଥା ହେଲା ଦିଲ୍ଲୀରେ ଏହାକୁ ନେଇ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷ ଦେଉଛନ୍ତି । କଂଗ୍ରେସ ମଣିପୁରରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରୁଛି । ଆଦିବାସୀ ଏବଂ ମୈତାଈ ସମୁଦାୟ ସଂରକ୍ଷଣକୁ ନେଇ…