Browsing Tag

#india

ବାତ୍ୟା ‘ମୋକା’ ଆସୁଛି

ନୂଆଦିଲ୍ଲୀ: - ଅତି ଭୀଷଣ ବାତ୍ୟାର ରୂପ ନେଲା 'ମୋକା' ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା ।  ଏବେ ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି 'ମୋକା'  ।  ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିିଛି । …

ଶରଦ-ଉଦ୍ଧବଙ୍କୁ ଭେଟିଲେ ନୀତିଶ କୁମାର

ମୁମ୍ବାଇ:  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ଉଦ୍ଧବ ଓ ଶରଦଙ୍କୁ ସାକ୍ଷାତ କରିଛନ୍ତି ।  ଦେଶର ଅଧିକରୁ ଅଧିକ ଦଳ ଏକାଠି ହୁଅନ୍ତୁ,…

ଇମ୍ରାନଙ୍କ ଗିରଫଦାରି ବେଆଇନ: ପାକ୍ ସୁପ୍ରିମକୋର୍ଟ

ଇସଲାମାବାଦ : ପାକିସ୍ତାନରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ  ଆଶ୍ବସ୍ତି ମିଳିଛି। କୋର୍ଟ ପରିସରରୁ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।ଇମ୍ରାନଙ୍କ…

ଦୁର୍ନୀତି ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ

ଜୟପୁର: ରାଜସ୍ଥାନରେ ପୁଣି କ୍ଷମତାକୁ ନେଇ କଳି ।  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ  ଅଜମେରରୁ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସେ କହିଛନ୍ତି ।…

ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ

ଆରା: ବିହାରର ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣର ଶିଳାନ୍ୟାସ ଆରା, ଭୋଜପୁର, ବକ୍ସର, ରୋହତାସ୍ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଲୋକଙ୍କ ଜୀବନକୁ ସହଜ କରିବ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ।…

ଜନ ସୁରକ୍ଷା ଯୋଜନା ଲୋକଙ୍କୁ ଏକ ପ୍ରଭାବଶାଳୀ ସାମାଜିକ ସୁରକ୍ଷାକବଚ ପ୍ରଦାନ କରିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ୮ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:  ‘୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ…

କର୍ଣ୍ଣାଟକରେ କାହାକୁ ମିଳିବ ସର୍ବାଧିକ ଆସନ ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ କି? ନା କଂଗ୍ରେସ ସରକାର ଗଠନ କରିବ । କି ବିଜେପି ସରକାର ଗଠନ କରିବ । ନା ଝୁଲା ବିଧାନସଭା ହେବ, ତାକୁ ନେଇ ସାରା ଗଣମାଧ୍ୟମରେ ଚର୍ଚା ହେଉଛି ।  ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କିଏ ସରକାର ଗଢ଼ିବ, ତାହାକୁ ନେଇ ମତ ଭିନ୍ନ ହେଉଛି । …

ଦୀପାଳିଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ: ନବୀନ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଅମିଲିପାଳି ଠାରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀ ଦୀପାଳି ଦାସଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ନବୀନ କହିଛନ୍ତି  ସ୍ବର୍ଗତ ନବ କିଶୋର ଦାସ ଜଣେ ଦକ୍ଷ  ଓ ଲୋକପ୍ରିୟ ନେତା ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି। କିନ୍ତୁ ତାଙ୍କର ବିକାଶମୂଳକ କାମ ପାଇଁ…

କଣ ରହିବ ବାତ୍ୟା ମୋଚାର ପ୍ରଭାବ?

ଭୁବନେଶ୍ବର:  ଗ୍ରୀଷ୍ମ ଦିନରେ ପୁଣି ଆସିବ ବାତ୍ୟା । ବର୍ଷା ହେବ , ପବନ ବହିବ  ।  ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଥଣ୍ଡା ରହିବ ରାଜ୍ୟର ପାଣିପାଗ । ଆଇଏମଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି।…

ଟଙ୍କଧରଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର, ଦୀପାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ କରିବେ ପ୍ରଚାର

ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି ପ୍ରଚାର ସରୁଛି । 10 ରେ ଭୋଟ ଗ୍ରହଣ ହେବ । କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାର ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ଟଙ୍କଧରଙ୍କ ପାଇଁ ଭୋଟ ମାଗିବା ସହ ନରେନ୍ଦ୍ର…