Browsing Tag

#india

ଟିଏମସି ସହ ପଶ୍ଚିମବଂଗରେ ନଲଢ଼ିଲେ କଂଗ୍ରେସକୁ ଅନ୍ୟରାଜ୍ୟରେ ସମର୍ଥନ ଦିଆଯିବ: ମମତା

କୋଲକାତା: କଂଗ୍ରେସକୁ ଟାର୍ଗେଟ କରୁଥିବା ମମତା ଏବେ ପ୍ରଶଂସା କରୁଛନ୍ତି । କାରଣ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳ ।  କଂଗ୍ରେସ ପ୍ରତି ବଦଳିଛି ମମତା ବାନାର୍ଜୀଙ୍କ ରଣନୀତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି ଆଗୁଆ କହିଛନ୍ତି । ମମତା କହିଛନ୍ତି ଯେଉଁ ସବୁ…

ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି   ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି…

ବିକାଶ ଦରକାର, ଡବଲ ଇଂଜିନ୍ କାମକୁ ନୁହଁ: ନବୀନ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ ଦୀପାଳି ଜିତିବା ପରେ ବିଜେପିକୁ କଟାକ୍ଷ କରିଛନ୍ତି।   ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ  ଅସମ୍ମାନ କରୁଛନ୍ତି । ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର…

ମନ୍ତ୍ରୀ ହେବେ କି ଦୀପାଳି? ତିନି ମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚା

 ଭୁବନେଶ୍ବର:  କିଏ ହେବେ ନୂଆ ମନ୍ତ୍ରୀ? ଦୀପାଳି ଦାସ ମନ୍ତ୍ରୀ ହେବେ କି? ନା ଆଉ କେଉଁ ନୂଆ ମୁହଁ ଦେଖିବାକୁ ମିଳିବ । ଏସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ  ସ୍ଥିର କରିବେ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ ।  ଆଗାମୀ ସାଧାରଣ…

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା…

ମୋଦି ଆସିବେନି:୧୮ରେ ପୁରୀରୁ ହାଓଡା ଚାଲିବ  ‘ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ ନାହିଁ । ଭର୍ଚୁଆଡ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନ କରିବେ । ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରହିବେ ପୁରୀଠାରେ କେନ୍ଦ୍ର…

ନୂଆମନ୍ତ୍ରୀ କିଏ ହେବ? ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର : ନୂଆମନ୍ତ୍ରୀ କିଏ ହେବ?  ତିନି ଜଣ ନୂଆ ମନ୍ତ୍ରୀ ହେବେ । ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ ବିଜେଡିରେ ଚର୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରୁ ଫେରିବେ । ରାଜ୍ୟପାଳ…

ଆଜି କର୍ଣ୍ଣାଟକ ନିର୍ବାଚନ ଫଳ;କିଏ ଗଢ଼ିବ ସରକାର?

ବେଙ୍ଗାଲୁରୁ: ଦକ୍ଷିଣରେ କାହାର ଉଡିବ ବାନା । କର୍ଣ୍ଣାଟକରେ କାହାର ହେବ ସରକାର । ନିଜ ସରକାର ବଜାୟ ରଖିପାରିବ କି ବିଜେପି? ନା କଂଗ୍ରେସ ସରକାର ଗଠନ କରିବ । ଏସବୁ ପ୍ରଶ୍ନର ଉତ୍ତର ଆଜି ମଧ୍ୟାହ୍ନ ସୁଦ୍ଧା ଜଣାପଡିବ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କିଏ ମାରିବ ବାଜି ତାହାର  …

କଂଗ୍ରେସ ବିଜୟ ହେବ: ଡି.କେ ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମର ବିଜୟ ହେବ  । ଏହା କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । ଆସନ୍ତାକାଲି ଫଳାଫଳ ବାହାରିବ । ସମସ୍ତ ଦଳର ନେତାମାନେ ନିଜ ନିଜ ବିଜୟ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ…

ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି

ବାରାଣାସୀ:  ଜ୍ଞାନବାପି ମାମଲାରେ ବଡ଼ ରାୟ । ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।  ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା…