ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ
ଲକ୍ଷ୍ନୌ: ଆଜି ଯିଏ ଜିତିବ ପ୍ଲେ ଅଫ୍ ପାଇଁ ସେ କ୍ବାଲିଫାଏ କରିବ । ମୁମ୍ବାଇ ଓ ଲକ୍ଷ୍ନୈା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଛି। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଛି। ଲକ୍ଷ୍ନୈା ପାଇଁ କୃନାଲ…