Browsing Tag

#india

ମହାରାଷ୍ଟ୍ରରେ ମହାୟୁତିିକୁ ବଡ ସଫଳତା: କିଏ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭାର ପ୍ରାରମ୍ଭିକ ଧାରାରେ ଭାଜପା ନେତୃତ୍ୱାଧୀନ ମହାଗଠବନ୍ଧନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ, ମହାୟୁତି ୨୧୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ୫୮ ଏବଂ ଅନ୍ୟମାନେ ୧୩ ଆସନରେ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ…

ଛତିଶଗଡର ସୁକମାରେ ମାଓ ଅପରେସନରେ ୧୦ମାଓବାଦୀ ମୃତ୍ୟୁ

ଛତିଶଗଡର ସୁକମାରେ ବଡ ଧରଣର ମାଓ ଅପରେସନ୍ । ଏଥିରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କୁ ପକ୍ଷରୁ ଅପରେସନ୍ ହୋଇଥିଲା । ଘଟଣାସ୍ଥଳରୁ ଇନସାସ୍‍, ଏକେ -୪୭, ଏସଏଲଆର ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବସ୍ତର…

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ତେବେ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଝାଡ଼ଖଣ୍ଡରେ ବହୁ ଆଗରେ ଇଣ୍ଡି ମେଣ୍ଟ , ଜେଏମଏମ- କଂଗ୍ରେସ ପୁଣି ଗଢ଼ିବ ସରକାର

ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମେଣ୍ଟର ବିପୁଳ ବିଜୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡବାସୀ ପୁଣି ପସନ୍ଦ କରିଛନ୍ତି ।  ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବହୁ ରାଉଣ୍ଡ ଆଗରେ ଅଛନ୍ତି କଳ୍ପନା । ତାଙ୍କ…

ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ୍‌

ଆଇପିଏଲ୍‌ର ପରବର୍ତ୍ତୀ ତିନି ଋତୁ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍‌ ଋତୁ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ ମେ’ ୩୧ ଓ ୨୦୨୭ରେ ମାର୍ଚ୍ଚ ୧୪ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌ ଅନୁଷ୍ଠିତ…

ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ

 ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ଖୋଲିଛି ପୋଷ୍ଟାଲ ବାଲାଟ , ପ୍ରାରମ୍ଭିକ ଟ୍ରେଣ୍ଡ ଖୋଲିବା ପରେ ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ ରହିଛି  । ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ  ,ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ…

ବିଳମ୍ବିତ ରାତିରେ ବବି ଦାସଙ୍କ ଭାଇ ଭବ ପ୍ରସାଦଙ୍କୁ ଉଠାଇନେଲା ପୋଲିସ

ହିଂମାଶୁ ଖେଖର ସାହୁଙ୍କୁ ଆକ୍ରମଣ ଘଟଣା । ଘଟଣାରେ ସମୃକ୍ତ ଥିବା ବବି ପ୍ରସାଦ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଛନ୍ତି । ଧର୍ମଶାଳା ବିଧାୟକ ସିଧାସଳଖ ଏ ନେଇ ଅଭିଯୋଗ କରିଥିଲେ  । ପୋଲିସ ଉଠାଇ ନେବା ପରେ ଯାଜପୁର ସହରରୁ ୪୦ରୁ ୫୦…

ଆଜି ଆସିବ ମହାରାଷ୍ଟ୍ର ,ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ

ଆସିବ ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ତେବେ ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ, ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ, ତାହା ଆଜି ହିଁ ନିଶ୍ଚିତ ହେଇଯିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ପାଇଁ ସଂଗଠିତ ହେଉଛି ବାଦଲ ଖଣ୍ଡ । ଏଣୁ ଆଉ ଥରେ ଏକ ବାତ୍ୟା ନେଇ ପୂର୍ବାନୁମାନ କରାଯାଉଛି । କିନ୍ତୁ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାକୁ ନାହିଁ । ଓଡ଼ିଶା ଉପରେ ପଡିବ ନାହିଁ ବାତ୍ୟାର କୌଣସି ପ୍ରଭାବ ।…

ଟଳି ପଡିଲେ ୧୦ ମାଓବାଦୀ

ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଅଞ୍ଚଳରେ ଯବାନଙ୍କ ଗୁଳିରେ ୧୦ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ ବିପୁଳ ବିସ୍ଫୋରକ ଜବତ ହୋଇଛି । ଆଜି ସକାଳୁ ଚାଲିଥିଲା ଯବାନଙ୍କ ସର୍ଚ୍ଚ ଅପରେସନ…