Browsing Tag

#india

ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ

ନିଜ ଭଣଜା ନିରବ ମୋଦୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ଡ଼ିସେମ୍ବର 31 ରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ

ଅନସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ  ଥିବା ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଡିସେମ୍ବର ୩୧ରୁ ଆରମ୍ଭ ହେବ। ଏହା ମାଧୋ ସିଂଙ୍କ ସହିଦ ଦିବସରେ ତାଙ୍କ ଜନ୍ମସ୍ଥାନ ବରଗଡରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି…

୭୫ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ ବେରୁଟରେ ଥିବା ଭାରତୀୟ ଦୂତାବାସ ଏହି ସ୍ଥାନାନ୍ତର…

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ନମ୍ବରରେ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଅଜ୍ଞାତ ବ୍ୟକ୍ତି ଜଣକ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ଦେଇଥିଲେ।

ବକ୍ସ ଅଫିସ୍‌ରେ କମାଲ କରୁଛି ପୁଷ୍ପା-୨, 6 ଦିନରେ ହଜାରେ କୋଟି

 ବକ୍ସ ଅଫିସ୍‌ରେ କମାଲ କରୁଛି ପୁଷ୍ପା-୨ । ରେକର୍ଡ ଉପରେ ରେକର୍ଡ କରୁଛି ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ । ଫିଲ୍ମଟି ଖୁବଶୀଘ୍ର ହଜାରେ କୋଟି ଅତିକ୍ରମ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ୬ ଦିନରେ ବିଶ୍ବବ୍ୟାପୀ ୯୫୦ କୋଟିର…

ବଦଳି ନିର୍ଦେଶ ଅମାନ୍ୟକାରୀଙ୍କ ବିରୋଧରେ ଆଜି ଠୁ କାର୍ଯ୍ୟାନୁଷ୍ଠାନ

ଦୀର୍ଘ ସମୟ ଧରି ବିଭିନ୍ନ ଦାୟିତ୍ବରେ ଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ବଦଳି ପରେ ମଧ୍ୟ ନୂଆ ସ୍ଥାନକୁ ଯାଉନାହାନ୍ତି। ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ ଚେତାବନୀ ଦେଇଥିବାବେଳେ କଠୋର ଆଭିମୁଖ୍ୟ ପୋଷଣ କରିଛି ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ…

ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ

ଆଜି ବି ସରଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରେ ସ୍ଵାଭାବିକ ଭାବରେ ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ। ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଘେରିଛନ୍ତି । ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିପାରେ। ଆଜି କୃଷି…

ନୂଆ RBI ଗଭର୍ଣ୍ଣରଙ୍କୁ ଶୁଭେଚ୍ଛା ଜଣାଇଲେ ଶକ୍ତିକାନ୍ତ ଦାସ

ଆଜି ଶେଷ ହୋଇଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆର୍‌ବିଆଇରୁ ବିଦାୟ ନେବା ସହ ନୂଆ RBI ଗଭର୍ଣ୍ଣର…

ସୋନୁ ଗାଇଲେ ଗୀତ ମଞ୍ଚ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ପୁଣି ଥରେ ଚର୍ଚ୍ଚାକୁ ଆସି ଯାଇଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ। ସେ ଏକ ଭିଡିଓ ସେୟାର୍‌ କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କୁ ଏକ ନିବେଦନ କରିଛନ୍ତି। ସେ ତାଙ୍କର ଏହି ଭିଡିଓ ଜରିଆରେ ନିଜର କ୍ରୋଧ ଜାହିର କରିଛନ୍ତି। ସୋନୁ ନିଗମ ଏକ କାର୍ଯ୍ୟକ୍ରମରେ ଗୀତ ପ୍ରଦର୍ଶନ…

ଏୟାର ଇଣ୍ଡିଆ କିଣିବ ୧୦୦ ବିମାନ

ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଏୟାର ଇଣ୍ଡିଆ ଆ‌ଉ ୧୦୦ ବିମାନ କିଣିବା ଲାଗି ଏୟାରବସ୍‌କୁ ବରାଦ ଦେଇଛି। ଏହା ୧୦ଟି ଏ୩୫୦ ଓସାରିଆ ବିମାନ ଓ ୯୦ଟି ଅଣ ଓସାରିଆ ଏ୩୨୦ ବିମାନ କିଣିବ। ଗତବର୍ଷ କମ୍ପାନି ୪୭୦ଟି ବିମାନ କିଣିବା ଲାଗି ଉଭୟ ଏୟାରବସ୍‌ ଓ ବୋଇଂକୁ ବରାଦ…