Browsing Tag

#india

ରାଜ୍ୟସଭା ପାଇଁ ଅଙ୍କ କଷୁଛି ବିଜେପି

ବିଜେଡିର କେଉଁ ରାଜ୍ୟସଭା ସାଂସଦ ବିଜେପିକୁ ଡେଇଁବେ । ମମତା ଓ ସୁଜିତଙ୍କ ପରେ ଏହାକୁ ନେଇ ବିଭିନ୍ନ ଗୁଜବ ଚାଲିଥିବା ବେଳେ ଆଜି ବିଜେପି ବିଧାୟକଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜଣେ ବରିଷ୍ଠ ଓ ଯୁବ ସାଂସଦ ବିଜେପି ମିଶିବେ ବୋଲି କହିଛନ୍ତି । ବିଜେଡି କିନ୍ତୁ ଏହାକୁ ଖଣ୍ଡନ କରିଛି…

ବଢୁଛି ଶୀତର ପ୍ରକୋପ

ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରିର ପାରଦ ତଳମୁହାଁ ହେଉଛିl ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନର ବ୍ଯବଧାନରେ ପୁଣିଥରେ ପାରଦ ତଳକୁ ଖସୁଛି। ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରିରେ ପହଞ୍ଚି ଥିବା କୃଷି ଗବେଷଣା…

ସୁରକ୍ଷାବାହିନୀ ଗୁଳିରେ 7 ମାଓବାଦୀ ନିହତ

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତଙ୍କ ମଧ୍ୟରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିରେ ଥିବା ଜଣେ ଶୀର୍ଷ କମାଣ୍ଡର ଅଛି । ଘଟଣାସ୍ଥଳରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଭୋର…

ଏକ ଦେଶ ଏକ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଏକ ଦେଶ ଏକ ନିର୍ବାଚନ ବିଲ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛନ୍ତି । ଆସନ୍ତା ସପ୍ତାହରେ ଏହା ସହସଦରେ ଉପସ୍ଥାପିତ  ହେବାର ସମ୍ଭାବନା ରହିଛି । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି । ଏହା…

୭୪ ବର୍ଷରେ ପାଦ ଦେଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି। ସେ ତାଙ୍କର ଚମତ୍କାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ବିଳାସପୂର୍ଣ୍ଣ ଜୀବଳଶୈଳୀ ବଜାୟ ରଖନ୍ତି।…

ବିଜେପିକୁ ଆସିବେ ନବୀନ ପଟ୍ଟନାୟକ -ଜୟ ନାରାୟଣ

 ବିଜେପି ବିଧାୟକ ଜୟ ନାରାୟଣଙ୍କ ବଡ ବୟାନ । ସେ କହିଛନ୍ତି, ବିଜେପି ଯେଉଁ ଦିନ ଚାହିଁବ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବ । ଏମିତି କି, ବିଜେଡିରେ ଗୋଟିଏ ବି ଲୋକ ରହିବେନି । ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ପଳେଇ ଆସିବେ । ଗୁରୁବାର ଗଣମାଧ୍ୟମକୁ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ…

ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଭଲ ଖବର। ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ କରୁଛି। ଏହି…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ

ରାଜ୍ୟ ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି (ଡିସେମ୍ବର ୧୧) ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଗତ ନଭେମ୍ବର ୨୬ରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା ଓ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। କିନ୍ତୁ ଆଜି ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ବାଂଲାଦେଶକୁ ମହଙ୍ଗା ପଡ଼ିବ ଭାରତ ସହ ଶତ୍ରୁତା

ଏବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଦୁଇ ଦେଶ ଭିତରେ କୂଟନୀତିକ ସଂପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଯେଉଁଠାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିନାମାକୁ ବାତିଲ କରିଛନ୍ତି। ଭାରତ ଯଦି ଏଭଳି ବଡ଼ ନିଷ୍କତି…

ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ

ନିଜ ଭଣଜା ନିରବ ମୋଦୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…