Browsing Tag

#india

ରାଜଧାନୀରେ ସକାଳୁ ସକାଳୁ ପ୍ରବଳ କୁହୁଡ଼ି

ସକାଳୁ ସକାଳୁ ପ୍ରବଳ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ପାଇଁ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ପାଇଁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ…

ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ଶ୍ରୀନହରରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ

ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ଶ୍ରୀନହରରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି । ଏହି ପୁଷ୍ୟାଭିଷେକରେ ଷୋଳ ଶାସନ ବ୍ରାହ୍ମଣ ପୁରୋହିତ ଗଜପତିଙ୍କୁ ଆଶୀର୍ବାଦ କରିଛନ୍ତି । ଏହି ପୁଷ୍ୟାଭିଷେକ କାର୍ଯ୍ୟ ରାଜଗୁରୁ ଦେବୀପ୍ରସାଦ, ରାଜଗୁରୁ ସୁଧାଂଶୁ  ସମ୍ପାଦନ କରିଛନ୍ତି । ପରେ ଗଜପତି…

ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କଲେ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସାମ୍ନାକୁ ଆସୁଛି। ଏହାକୁ ନେଇ ଲଗାତାର କଳ୍ପନାଜଳ୍ପନା ଚାଲିଛି। ଏହା ଭିତରେ ଧନଶ୍ରୀ ଚହଲଙ୍କଠାରୁ କେତେ କୋଟି ନେବେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହା କେତେ ସତ କେତେ ମିଛ ତାହା ଉଭୟ କେହି…

ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀରେ ବାଜିସାରିଛି ନିର୍ବାଚନୀ ବିଗୁଲ । ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ହାଇପ୍ରୋଫାଇଲ ନେତା । ଏହା ଭିତରେ ଆମ ଆଦମୀ ପାର୍ଟିର ମୁଖ୍ୟ ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ଶୋ କରିଛନ୍ତି । ତେବେ ବୁଧବାର ସକାଳୁ…

ଚୀନଠୁ ଟିକ୍‌ଟକ୍‌ କିଣିବେ ମସ୍କ

ଭାରତରେ ନିଷିଦ୍ଧ ଥିବା ଚୀନ୍‌ର ଲୋକପ୍ରିୟ ଆପ୍ ଟିକ୍‌ଟକ୍‌ ଏହାର ଆମେରିକା ବ୍ୟବସାୟକୁ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କୁ ବିକ୍ରି କରିବା ଉପରେ ବିଚାର କରୁଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହୋଇଥିବାରୁ ଆପ୍‌କୁ ନିଷିଦ୍ଧ କରାଯିବାର ପ୍ରବଳ ସମ୍ଭାବନା…

ଫିଲ୍ମ ‘ଏମର୍ଜେନ୍ସି’ ରିଲିଜ୍‌ ଉପରେ ବାଂଲାଦେଶର କଟକଣା

ଆସନ୍ତା ୧୭ରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମର ରିଲିଜ୍‌ ଉପରେ ବାଂଲାଦେଶ କଟକଣା ଲଗାଇଛି। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ବାଂଲାଦେଶର ଅନ୍ତରୀଣ ସରକାର ଫିଲ୍ମ…

ଆଶାରାମ ବାପୁଙ୍କୁ ମିଳିଲା ଜାମିନ

ରାଜସ୍ଥାନ ହାଇକୋର୍ଟ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଜଷ୍ଟିସ୍‌ ଦୀନେଶ ମେହେଟ୍ଟା ଏବଂ ଜଷ୍ଟିସ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ତଳେ ଅନ୍ୟ ଏକ…

ବଦଳିଲା କଂଗ୍ରେସ କାର୍ଯ୍ୟାଳୟ ଠିକଣା, କୋଟଲା ରୋଡରେ ନୂତନ କାର୍ଯ୍ୟାଳୟ ଉଦଘାଟିତ

କଂଗ୍ରେସର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂତନ ମୁଖ୍ୟାଳୟ 'ଇନ୍ଦିରା ଗାନ୍ଧୀ ଭବନ'କୁ ବୁଧବାର ଦିନ ଦିଲ୍ଲୀର ୯ଏ କୋଟଲା ରୋଡରେ ଉଦ୍‌ଘାଟନ କରାଯାଇଥିବା ସୂଚନା ରହିଛି।  ସୋନିଆ ଗାନ୍ଧୀ ନୂୂତନ କୋଠାର ଉଦଘାଟନ କରିବା ବେଳେ ବରିଷ୍ଠ…

୧୭ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ଶୀତ

ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୭ ତାରିଖ ପରଠାରୁ ତାପମାତ୍ରା କମିବା ସହ ଶୀତ ବଢିବ। ସ୍ଵାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ସୂଚନା ମିଳିଛି। ଆସନ୍ତା ଦୁଇ…

ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ, ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଲେ ରାଜନାଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ବିନା ଜମ୍ମୁ-କଶ୍ମୀର ଅସମ୍ପୂର୍ଣ୍ଣ। ପିଓକେରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଆତଙ୍କବାଦୀ ଶିବିର ପରିଚାଳନା କରୁଥିବାରୁ ରାଜନାଥ ‌ଏନେଇ ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି,…