ଆରମ୍ଭ ହେଲା ଡଲଫିନ୍ ଗଣନା
ଆରମ୍ଭ ହେଲା ଡଲଫିନ୍ ଗଣନା। ଆଜିଠୁ ୩ ଦିନ ଧରି ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଗଣନା କାର୍ଯ୍ୟ ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଏହି ଗଣନା କାର୍ଯ୍ୟ କରାଯାଉଥିବାବେଳେ ମୋଟ୍ ୯ଟି ଟିମରେ ୪ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ରହିଛନ୍ତି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ…