ବଜେଟ 2025-26 : ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ
ଚଳିତ ବଜେଟ୍ ରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ୍ କରାଯାଇଛି। ଡେଷ୍ଟିନେସନ୍ ଟୁରିଜିମ୍ କୁ ଅଧିକ ଗୁରୁତ୍ଵ ଦିଆଯିବ। ୫୦ଟି ଟୁରିଷ୍ଟ ସାଇଟ୍ ର ବିକାଶ କରାଯିବ। ମେଡିକାଲ ଟୁରିଜିମ୍କୁ ଅଧିକ ଗୁରୁତ୍ଵ ଦିଆଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେପଟେ…