Browsing Tag

#india

ଆଜି ପୂରୁଛି ରାସନ କାର୍ଡ ଇ-କେଓ୍ବାଇସି ଡେଡଲାଇନ୍

ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି। ଆଜି ହିଁ କରିଦିଅନ୍ତୁ। ଆଉ ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ…

ତାତିରୁ ମିଳିବ ତ୍ରାହି , 19 ରୁ ହାଲୁକା ବର୍ଷା

ରାଜ୍ୟରେ ଏବେ ଖରା ବଢ଼ିବାରେ ଲାଗିଛି। ଫଗୁଣରୁ ତାପମାତ୍ରା ୩୫ ଡିଗ୍ରୀ ଟପି ଯାଉଥିବାବେଳେ ଝାରସୁଗୁଡ଼ା, ଅନୁଗୋଳରେ ତାତି ଅସହ୍ୟ କଲାଣି। ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ସମସ୍ତ ସ୍ଥାନରେ ୩୫ ଡିଗ୍ରୀ ତଳେ ରହିଥିଲା। ଅନୁଗୋଳରେ ସର୍ବାଧିକ ୩୪.୭ ଡିଗ୍ରୀ, ଖୋର୍ଦ୍ଧା ୩୪.୫,…

ଆଜିଠାରୁ ଆରମ୍ଭ ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷା ପରୀକ୍ଷା ଦେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଉଦ୍ୟୋଗୀ ବିଷୟରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ…

ଆଜିର ରାଶିଫଳ

ମେଷ: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ଅଧୁରା କାମ ପୂରା ହେବ। ଖେଳାଳୀମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ବୃଷ: ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। କର୍ମକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ପ୍ରେମିକ…

ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ ମିଳିବ ଜେଡ୍ ସୁରକ୍ଷା

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍ ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ ।  ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।  ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍‌ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ବୌଦ୍ଧ…

WPL ଆରମ୍ଭର ପ୍ରଥମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ ଜାଏଣ୍ଟସ୍

WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି…

ସପ୍ତାହ ସାରା ପ୍ରେମରେ ଭିଜି ଥିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ଭାଲେଣ୍ଟାଇନ ଡେ’

ପ୍ରେମ ପାର୍ବଣରେ ପଡ଼ିବ ଯବନିକା। ଦେଇସାରିଛନ୍ତି ଗୋଲାପ। ମନର ଅକୁହା କଥାକୁ ବି ବ୍ୟକ୍ତ କରିସାରିଛନ୍ତି। ଚକୋଲେଟ ଦେଇ ସମ୍ପର୍କକୁ ମଧୁର କରିସାରିଛନ୍ତି। ସପ୍ତାହ ସାରା ପ୍ରେମରେ ଭିଜି ଥ‌ିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’। ଏଥିପାଇଁ ପ୍ରେମୀଯୁଗଳଙ୍କ…

ବଜାରକୁ ପ୍ରବେଶ କଲା  ହୋଣ୍ଡା ର ନୂଆ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦

ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂତନ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦ ଲଞ୍ଚ କରିଛି। ଏହି ବାଇକ୍‌ରେ ଅନେକ ନୂତନ ବୈଶିଷ୍ଟ୍ୟ ସହିତ, ଏହାର ଇଞ୍ଜିନ୍‌କୁ ମଧ୍ୟ ଅପଡେଟ୍ କରାଯାଇଛି। କେବଳ ଏତିକି ନୁହେଁ, ବାଇକ୍‌ର ଡିଜାଇନ୍ ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ମଧ୍ୟ ରହିଛି । ଏହି ବାଇକ୍…

ଦୁର୍ଘଟଣାର ଶିକାର ହେଲେ ସଂଗୀତଜ୍ଞ ବିଶାଲ ଦଦଲାନି

ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । ସେ କେତେ ଆହତ ହୋଇଛନ୍ତି ତାହା ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର…

୨୦୧୯ ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ

୨୦୧୯ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ । ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥରା ଲୋମହର୍ଷଣକାରୀ ଘଟଣା। ୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ହଠାତ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲଓ୍ୱାମା । ଆଉ ନିମିଷେକେ ସହିଦ ହୋଇଯାଇଥିଲେ ୪୦ ଭାରତୀୟ ଯାବାନ । ଯାହାକି ପୂରା…