Browsing Tag

#india

ପରମାଣୁ ଶକ୍ତି ଦୌଡ଼ରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି

ପରମାଣୁ ଶକ୍ତି ଦୌଡ଼ରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି।  ଚୀନ୍ ବୈଜ୍ଞାନିକମାନେ ସମୁଦ୍ର ଜଳରୁ ୟୁରାନିୟମ ବାହାର କରିବାର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି ଯାହା କେବଳ ବହୁତ ଶସ୍ତା ନୁହେଁ ବରଂ ଦ୍ରୁତ ଏବଂ ପ୍ରଭାବଶାଳୀ ମଧ୍ୟ। ୟୁରାନିୟମ୍ ହେଉଛି ପରମାଣୁ ଶକ୍ତି ଉତ୍ପାଦନ…

ପୁଣି ଥରେ ମୁକ୍ତିଲାଭ କରିବ ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ ‘ଧଡକନ’

ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ 'ଧଡକନ' ପୁଣିଥରେ ବଡ଼ ପରଦାରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହେଉଛି । ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ ଏବଂ ସୁନୀଲ ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିବା ପରେ ଢେର ସାରା ପ୍ରଶଂସା…

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍…

ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି,ସେନ୍‌ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯…

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପ୍ରଶମିତ କରିବା ଲାଗି ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ଏକ ବଡ଼ ଧରଣର ସଙ୍କଟ ଟଳିଯାଇଥିବାରୁ ସେମାନେ ମନ ଖୋଲି ସେୟାର କିଣିବାରେ ନିବେଶ କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

୧୮ ମେ ରେ କେତୁ ସିଂହ ରାଶିରେ ପ୍ରବେଶ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ମେ’ ୨୦୨୫ ସନ୍ଧ୍ୟାରେ କେତୁ ସିଂହ ରାଶିରେ ପ୍ରବେଶ କରିବେ । କେତୁ ସିଂହ ରାଶିରେ ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ରାହୁ-କେତୁ ଉଭୟ ୧୮ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି…

ପାକିସ୍ତାନର ସୁରକ୍ଷା କାହିଁକି ଚାହୁଛି ଆମେରିକା ! ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ବାହା ବା ନେଉଛନ୍ତି ଟ୍ରମ୍ପ

ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପରିପ୍ରେକ୍ଷୀରେ ପରମାଣୁ ଯୁଦ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ଟ୍ରମ୍ପଙ୍କ ଯୁଦ୍ଧବିରତି ନେଇ ମଧ୍ୟସ୍ଥତା କରିତିଲେ । ସେପଟେ ଯୁଦ୍ଧ…

ପାକିସ୍ତାନର ସୁରକ୍ଷା କାହିଁକି ଚାହୁଛି ଟ୍ରମ୍ପ! ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ବାହା ବା ନେଉଛି ଆମେରିକା

ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପରିପ୍ରେକ୍ଷୀରେ ପରମାଣୁ ଯୁଦ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ଟ୍ରମ୍ପଙ୍କ ଯୁଦ୍ଧବିରତି ନେଇ ମଧ୍ୟସ୍ଥତା କରିତିଲେ । ସେପଟେ ଯୁଦ୍ଧ…

ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗ୍ରସ୍ତ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହା ଦୁଇ ଦିନିଆ ଗସ୍ତ ହେଉଛି। ମୁଖ୍ୟମନ୍ତ୍ରୀ ମେ’ ୧୨ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ସକାଳ ୧୦.୧୫ ମିନିଟରେ…

“ଅସ୍ତ୍ରବିରତି ପାଇଁ ଭଗବାନଙ୍କୁ ଧନ୍ୟବାଦ , ଏହି ପୋଷ୍ଟ କୁ ନେଇ ଟ୍ରେଲ ହେବା ପରେ ଡ଼ିଲିଟ କଲେ ସଲମାନ ଖାନ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତଶନିବାର ସନ୍ଧ୍ୟାରେ ଚାରି ଘଣ୍ଟା ଧରି ଅସ୍ତ୍ରବିରତି ହୋଇଥିଲା। ଏହି ସମୟରେ ଅନେକ ତାରକା ନିଜନିଜ ପ୍ରତିକ୍ରିୟା ଦେଇଥିଲେ। ଏହି କ୍ରମରେ ସଲମାନ ଖାନ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟ ସେୟାର କରିବାର କିଛି ସମୟ ପରେ ସଲମାନ ଟ୍ରୋଲ ହୋଇଥିଲେ।…