Browsing Tag

#india

ମନାଲି ରେ ପ୍ରବଳ ବର୍ଷା , ନଦୀରେ ବୁଡ଼ିଲା ପକଅପ ଭ୍ୟାନ

ହିମାଚଳରେ ପ୍ରବଳ ବର୍ଷା ଜାରି ରହିଛି। ନିରନ୍ତର ବର୍ଷା ଯୋଗୁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି। ରାସ୍ତାରେ ପାଣି ଜମି ରହିବା ଯୋଗୁ ସାଧାରଣ ଲୋକମାନେ ଖୁବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଏବଂ ବର୍ଷାର ଏହି ଭୟଙ୍କର ପରିସ୍ଥିତି ମଧ୍ୟରେ ଏପରି ଅନେକ ଚିତ୍ର ସାମ୍ନାକୁ ଆସୁଛି, ଯାହା…

ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟ-୨

ଗଣମାଧ୍ୟମର ଦାୟିତ୍ୱବୋଧ ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର । ଏ ଦିଗରେ ସଚେତନତାକୁ ନେଇ ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟ-୨ । ମଙ୍ଗଳବାର ଏହାର ସ୍ପେଶାଲ ସ୍କ୍ରିନିଙ୍ଗ ହୋଇଛି । ବିଶେଷ କରି ଜଣେ ଡେଲିଭରି ବୟର ସଂଘର୍ଷ ଓ ତାଙ୍କ ଜୀବନର ଅକୁହା କଥା ଏଥିରେ…

ଆଜି ଠାରୁ ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍‌ ଲାଗୁ

ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ (ବୁଧବାର)ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିଛି। ରୁଷ୍‌ଠାରୁ ଅଧିକ ତେଲ କିଣି ଭାରତ ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଜରିମାନା ଭାବେ ଅତିରିକ୍ତ ୨୫ ପ୍ରତିଶତ…

ଆଇପିଏଲକୁ ଅଲବିଦା କହିଲେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ସ୍ପିନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ IPLରେ ଖେଳୁଥିବା ନଜର ଆସିବେ ନାହିଁ । ତେବେ ସେ ଅନ୍ୟାନ୍ୟ  ଟି-20 ଫ୍ରାଞ୍ଚାଇଜ୍ ଲିଗ୍‌ରେ ନିଜ…

ଟ୍ରମ୍ପଙ୍କ ଫୋନ ଉଠାଉନାହାନ୍ତି ମୋଦୀ

ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଅଲଗେମାଇନରେ ବାହାରିଥିବା ଏକ ଆଲ୍ଲେଖ୍ୟ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଖବରକାଗଜରେ ଲେଖା ଯାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦୀଙ୍କ ତ‌ାଙ୍କ…

ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି

ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ବୁଧବାର ସାରା ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅତିରୁ ଅତି ପ୍ରବଳ ବର୍ଷା ହେବାନେଇ କୋରାପୁଟ ଓ ମାଲକାନଗିରି ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି…

ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ

ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ । ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ । ସେହିପରି ଚିନ୍ମୟ ସାହୁ ବିଜୁ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏହାବାଦ୍ ୪ ଜଣ ବରିଷ୍ଠ ଯୁବ ନେତାଙ୍କୁ ଛାତ୍ର…

ଚଳିତ ମାସ 29 ତାରିଖ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଉପଲକ୍ଷରେ ରାଜ୍ୟ ସରକାର ୨୯ ଅଗଷ୍ଟ (ଶୁକ୍ରବାର) ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ୍‌ ରଖିବାକୁ ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗର ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଜାରି ହୋଇଥିବା…

୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛିି।ନୂଆଖାଇ ପର୍ବ ଉପଲେକ୍ଷେ ୨୯ ତାରିଖ ଛୁଟି ରହିବ। ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ବିତୀୟ ଶନିବାର…

ଆବ୍ରାହମଙ୍କୁ ସିନେମାରୁ ଦୂରେଇ ରହିବା ଭଲ- ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ

କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। 'ଦି ବେଙ୍ଗଲ୍ ଫାଇଲ୍ସ'ର ନିର୍ଦ୍ଦେଶକ, ଆବ୍ରାହମଙ୍କୁ ସିନେମା ନିର୍ମାଣ କରିବା…