ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା
ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ…