ସାଉଦି ଆରବରେ ସଲମାନଙ୍କୁ ମିଳିଲା ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍ କରି ଆସୁଛନ୍ତି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍ ସବୁବେଳେ ଲାଇମ୍ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି!-->…