Browsing Tag

#hypersonicmissile

କିମ୍ ଜୋଙ୍ଗ ଦେଖାଇଲେ ଯୋଶ୍ , ପରୀକ୍ଷା କଲେ ୨ଟି କ୍ଷେପଣାସ୍ତ୍ର

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଅସ୍ତ୍ର ଶସ୍ତ୍ରରେ ନିଜକୁ ଶକ୍ତି ଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ଆଗରେ ନିଜର ଏକ ପରିଚୟ ତିଆରି କରିଛନ୍ତି । ଗଣ ବିଧ୍ୱଂସୀ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ଶତ୍ରୂ ରାଷ୍ଟ୍ର କୁ ଭୟ ଦେଖାଇବା ତାଙ୍କର ମୁଖ୍ୟ