Browsing Tag

#hybridelectricenginesvehicles

ଡିଫେନ୍ସରେ ଯୋଡି ହେବ ଇଲେକଟ୍ରି ଗାଡି

ମେଟ୍ରୋ ଟିଭି ଓଡିଶା,୨୮/୧ : ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ଏପରି ଇଲେକଟ୍ରି ଗାଡି ତିଆରି ହୋଇଛି ଯାହା ଡିଫେନ୍ସ ଫୋର୍ସରେ ବ୍ୟବହାର