ଅନ୍ତରୀକ୍ଷରେ ଶକ୍ତିଶାଳୀ ଟେଲିସ୍କୋପ୍
ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ବହୁଚର୍ଚ୍ଚିତ ଜେମସ୍ ୱେବ୍ ସ୍ପେସ୍ ଟେଲିସ୍କୋପ୍କୁ ଶନିବାର ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଫ୍ରେଞ୍ଚ ଗୁୟାନାସ୍ଥିତ ଲଞ୍ଚିଂ ବେସରୁ ସଫଳତାର ସହ ମହାକାଶକୁ ପଠାଇିଛି ।
ଏହା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା!-->!-->!-->!-->!-->…